ବେଙ୍ଗାଲୁରୁ : ବକେୟା ଦରମା ଦେବା ଦାବିରେ ଧାରଣାରେ ୪୦୦ରୁ ଅଧିକ ଓଡିଆ ମହିଳା କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ପାଲିଆ ଓଁମ୍ ଶକ୍ତି ଲେଆଉଟ୍ ୟୁନିଟ୍-୪ଠାରେ ଥିବା  ପୁନିତ୍ କ୍ରିଏସନ୍ ଗର୍ମେଣ୍ଟ କମ୍ପାନୀ ସମ୍ମୁଖରେ କର୍ମଚାରୀଙ୍କ ଧାରଣ । ବକେୟା ଦରମା ଓ କମ୍ପାନୀ ବନ୍ଦ ନେଇ ଧାରଣା ଦେଇଛନ୍ତି ୪୦୦ରୁ ଅଧିକ ଓଡିଆ ମହିଳା କର୍ମଚାରୀ।

ଦୀର୍ଘ ୮ଦିନ ହେବ କମ୍ପାନୀ ବନ୍ଦ ଥିବାବେଳେ ୬ମାସର ବକେୟା ଦରମା ଦେଇ ନଥିବା ଅଭିଯୋଗ ହୋଇଛି । ତେବେ ସମୁଦାୟ ୮୦୦ଜଣ କର୍ମଚାରୀ ଏହି ଧାରଣାରେ ସାମିଲ୍ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.