Browsing Tag

women dead body

ଯାଜପୁର: ପାଣିମୁହାଣି ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ…

ଯାଜପୁର(କେନ୍ୟୁଜ୍):  ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଂଚାୟତ ପାଣିମୁହାଣି ଗ୍ରାମରୁ । ମୃତ ମହିଳା ହେଲେ ପାଣିମୁହାଣି ଗ୍ରାମର ବିଜୟ…

ବାଙ୍କୀ: କରୋନା ଭୟରେ କାନ୍ଧ ଦେଲେନି କେହି, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଉଠିଲା ମହିଳାଙ୍କ ମୃତଦେହ

ବାଙ୍କୀ (କେନ୍ୟୁଜ୍)  ମରିଗଲା ମାନବିକତା । ମୃତ୍ୟୁ ପରେ ବି ମିଳିଲାନି କାନ୍ଧ । ୧୦ ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡିରହିବା ପରେ ବି ଗ୍ରାମବାସୀ କି ସରପଞ୍ଚ କେହି ବି ଶବ ଉଠାଇବା ନେଇ କୌଣସି ବ୍ୟବସ୍ଥା କଲେ ନାହିଁ । ଶବ ଦାହର ବ୍ୟବସ୍ଥା କରିବା ପାଇଁ ପୋଲିସ ଓ ପ୍ରଶାସନକୁ ଖବର…

ଆପଣଙ୍କ ଅଞ୍ଚଳର ହୋଇଥାଇ ପାରନ୍ତି ଏହି ମୃତ ମହିଳା, ଦେଖନ୍ତୁ ତାଙ୍କ ଶରୀରର ଚିହ୍ନକୁ ଓ ପୋଲିସକୁ ଖବର ଦେଇ ପୁରସ୍କୃତ…

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର ଅନ୍ଧାରୁଆରେ ମହିଳାଙ୍କ ମଣ୍ଡବିହୀନ ଶବ ମିଳିବା ଘଟଣା। ଏବେ ବି କଟାମୁଣ୍ଡର ମିଳିନି ସନ୍ଧାନ। ଯାହା ଏବେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ମହିଳାଙ୍କ ପରିଚୟ ପାଇଁ ସର୍ବସାଧାରଣରେ ପୋଷ୍ଟର ଲଗାଇଛି ପୋଲିସ । କେବଳ ସେତିକି ନୁହେଁ ଠିକଣା  ଦେବା…

ବାଲୁଗାଁ : ହତ୍ୟା ପରେ ଜାଳିଦେଲେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ବାଲୁଗାଁ(କେନ୍ୟୁଜ୍) : ହତ୍ୟା ପରେ ଜାଳିଦେଲେ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। ବାଲୁଗାଁ ଥାନା ସରନଇ ଓଭରବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ। ସଂପୂର୍ଣ୍ଣ ପୋଡିଯାଇଥିବାରୁ ତାଙ୍କୁ…