Browsing Tag

WTC

WTC ପଏଣ୍ଟ ଟେବୁଲ : ପୁଣି ନଂ ୧ ସ୍ଥାନ ହାସଲ କଲା ଭାରତ, ଖସିଲା ନ୍ୟୁଜିଲାଣ୍ଡ

ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୭୨ ରନରେ ହରାଇଛି । ଏହାସହିତ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଅଷ୍ଟ୍ରେଲିଆ ଟିମର ବୋଲର ଏବଂ ବ୍ୟାଟର କମାଲ ପ୍ରଦର୍ଶନ କରିଥିଲେ । କ୍ୟାମେରୁନ ଗ୍ରୀନଙ୍କ ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆ ଟିମ୍‌ ଫାଇଦାରେ ରହିଛି । ସେ ୧୭୪ ରନ ଇନିଂସ…

କେପଟାଉନ ଟେଷ୍ଟ କଲା କମାଲ, ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକା ଶୀର୍ଷରେ ଭାରତ

କେପଟାଉନ ଟେଷ୍ଟ ଭାରତ ୭ ଓ୍ଵିକେଟରେ ଜିତିବା ପରେ ଭାରତୀୟ ଟିମ୍‌ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକା ଶୀର୍ଷରେ ପହଞ୍ଚିଛି । ଟିମ୍‌ ଏବେ ୬ଷ୍ଠ ସ୍ଥାନରୁ ପ୍ରଥମ ସ୍ଥାନରେ ପହଞ୍ଚିଛି । ଏହି ଚାମ୍ପିଅନସିପ୍‌ ୨୦୨୩ରୁ ଆରମ୍ଭ ହୋଇ ୨୦୨୫ରେ ଫାଇନାଲ ଖେଳାଯିବ । କେପଟାଉନରେ…

ଆଗାମୀ ମହିଳା ବିଶ୍ୱକପ ୨୦୨୫ର ଆୟୋଜନ କରିବ ଭାରତ, ଜାଣନ୍ତୁ କେଉଁଠି ହେବ WTC ଫାଇନାଲ

ଆଇସିସି ଆଗାମୀ ୫ ବର୍ଷ ପାଇଁ ଫ୍ୟୁଚର ଟୁର ପ୍ରୋଗ୍ରାମ୍ସ ପ୍ରସ୍ତୁତ କରିସାରିଛି। ଏହାକୁ ଏବେ ଜାରି କରାଯାଇନାହିଁ କିନ୍ତୁ ଖୁବଶୀଘ୍ର ଘୋଷଣା ହୋଇପାରେ ବୋଲି ଖବର ମିଳିଛି। ଏଥିରେ ଭାରତ ସମେତ ଶ୍ରୀଲଙ୍କା, ବାଲାଂଦେଶକୁ ମଧ୍ୟ ବଡ ଉପହାର ମିଳିଛି। ଏହି ନିଷ୍ପତ୍ତି ବର୍ମିହାମରେ ହୋଇଥିବା…

WTC ଫାଇନାଲରେ କୋହଲୀ ରଚିବାକୁ ଯାଉଛନ୍ତି ଆଉ ଗୋଟିଏ ବିରାଟ ରେକର୍ଡ

ଆଗାମୀ ୧୮ ରୁ ୨୨ଜୁନରେ ଭାରତ ଏବଂ ନିୟୁଜଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୱାଲର୍ଡ଼ ଟେଷ୍ଟ ଚାମ୍ପିୟନସିପ ଟୁର୍ନାମେଣ୍ଟ। ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ୱାଲର୍ଡ଼ ଟେଷ୍ଟ ଚାମ୍ପିୟନସିପ ଟୁର୍ନାମେଣ୍ଟରେ ଭାରତ ଏବଂ ନିୟୁଜଲାଣ୍ଡ ମୁହାଁମୁହିଁ ହେବେ। ଏଣୁ ଉଭୟ ଟିମ ଏହି…

WTC କାଉଣ୍ଟଡାଉନ, ଆଉ ମାସେ ପରେ ପ୍ରଥମ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ

କେନ୍ୟୁଜ୍‌ (ବ୍ୟୁରୋ) : ଆଉ ମାସେ ପରେ ଇଂଲଣ୍ଡରେ ପ୍ରଥମ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ । ଜୁନ ୧୮ ତାରିଖରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଆଇସିସି ଦ୍ୱାରା ଆୟୋଜିତ ପ୍ରଥମ WTC ଇଂଲଣ୍ଡର ସାଉଥାମ୍ପଟନ ଏଜିଅସ ବାଉଲରେ ଖେଳାଯିବ । ମ୍ୟାଚକୁ ନେଇ ଉଭୟ ଦଳ ଆରମ୍ଭ…

ଭଲ ପ୍ରଦର୍ଶନ ସତ୍ତ୍ବେ ଏମାନଙ୍କୁ ମିଳିଲାନି WTC ଫାଇନାଲରେ ସ୍ଥାନ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ୱାଲର୍ଡ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ବିସିସିଆଇ । ୨୦ ଜଣିଆ ଟିମରେ ଷ୍ଟାର…

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ରେସରୁ ତଳକୁ ଖସିଲା ଇଂଲଣ୍ଡ, ୧ ନଂ ସ୍ଥାନକୁ ଉଠିଲା ଭାରତ

ଭାରତ ଇଂଲଣ୍ଡକୁ ଅହମଦାବାଦ ଟେଷ୍ଟରେ ୧୦ ୱିକେଟରେ ହରାଇବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ଅହମଦାବାଦରେ ଭାରତ ମାତ୍ର ଦୁଇ ଦିନରେ ଇଂଲଣ୍ଡକୁ ହରାଇଛି। ଏହା ସହିତ ଇଂଲଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଦୌଡରୁ ବାଦ ପଡିଛି। ଭାରତ ମୋଟ୍ ୩୯୦…