Browsing Tag

wtc final match

WTC ପୁରସ୍କାର ରାଶି : ପରାଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆକୁ ମିଳିଲା କୋଟି କୋଟି ଟଙ୍କା, ଜାଣନ୍ତୁ କେତେ ଦେଲା ଆଇସିସି

WTC  ଫାଇନାଲ ଟାଇଟଲ ବାଜିମାରିନେଇଛି ଅଷ୍ଟ୍ରେଲିଆ । ୨୦୯ ରନରେ ହାରିଛି ଭାରତ । ଭାରତୀୟ ଟିମ୍‌ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିଥିଲା । ଏହାପୂର୍ବରୁ ଟିମ୍‌ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ମ୍ୟାଚ ହାରିଥିଲା ଆଉ ଏଥର ରୋହିତ ଶର୍ମାଙ୍କ…

WTC ଫାଇନାଲ ପୂର୍ବରୁ ଆହତ ହେଲେ ରୋହିତ ଶର୍ମା, କିନ୍ତୁ ଖେଳିବେ ମ୍ୟାଚ୍

ଆଜିଠାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ WTC ଫାଇନାଲ ମ୍ୟାଚ୍ ଓଭାଲରେ ଖେଳାଯିବ । ତା ପୂର୍ବରୁ ଭାରତୀୟ ଦଳ ପାଇଁ ନିରାଶଜନକ ଖବର । ଆଇପିଏଲରେ ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିବା ଅଧିନାୟକ ରୋହିତ ଶର୍ମା ଏବେ ଆହତ ହୋଇଥିବା ଖବର ଆସିଛି। ତେଣୁ ସେ ଅଭ୍ୟାସ ମ୍ୟାଚ୍ କରିବାକୁ ଆସିନଥିଲେ ।…

କିଏ ଜିତିବ WTC ଟାଇଟଲ ? ଭାରତର ୧୦ ବର୍ଷର ନଜର ଆଉ ଅଷ୍ଟ୍ରେଲିଆର ପ୍ରଥମ

ଆଜିଠାରୁ ଲଣ୍ଡନର କେନିଂଟନ ଓଭାଲରେ ଓ୍ଵାର୍ଲଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍ ମ୍ୟାଚ୍‌ ଖେଳାଯାଉଛି‌ । ଇଂଲଣ୍ଡର ଓଭାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଭାରତ ମ୍ୟାଚ୍‌ ଜିତି ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷର ରେକର୍ଡ କରିବାକୁ ଚାହୁଁଥିବା ବେଳେ  ଅଷ୍ଟ୍ରେଲିଆ ଟିମ୍‌…

ବିଶ୍ୱ ଟେଷ୍ଟ ଚାମ୍ପିନସିପ୍‌ ଫାଇନାଲ୍‌, ପ୍ରଥମ ପାଳିରେ ଭାରତ ଠାରୁ ୩୨ ରନ୍‌ରେ ଆଗୁଆ ରହିଲା ନ୍ୟୁଜିଲାଣ୍ଡ, କାଲି ବି…

ଲଣ୍ଡନ : ବର୍ଷା ବାଧକ ସାଜିଲା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ । ମାତ୍ର ଅଳ୍ପ କେତେ ଓଭର ଖେଳ ହୋଇ ପାରିଲା ମୋଟ୍‌ ୫ ଦିନ ଭିତରେ । ଅତି କଷ୍ଟରେ ଉଭୟ ଦଳର ପ୍ରଥମ ଇନିଂସ୍‌ ହିଁ ସରି ପାରିଲା । ତେବେ ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ଦଳ ଭାରତ ଠାରୁ ୩୨ ରନ୍‌ରେ ଆଗୁଆ…