ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍, ଏବେ ବୋଲରଙ୍କ ହାତରେ ଭାରତର ଭାଗ୍ୟ, ୧୩୯ ରନ୍ର ଟାର୍ଗେଟ୍ ପଛରେ ଦୌଡୁଛି…
ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ୧୩୯ ରନ୍ର ଟାର୍ଗେଟ୍ ଦେଇଛି ଭାରତ । ଆଜି ଷଷ୍ଠ ତଥା ଅତିରିକ୍ତ ଦିବସ ଖେଳରେ ଭାରତୀୟ ଦଳ ୧୭୦ ରନ୍ କରି ଅଲ୍ଆଉଟ୍ ହୋଇଛି । ଏବେ ବୋଲରଙ୍କ ହାତରେ ରହିଛି ସବୁ କିଛି । ଭାରତର ସମ୍ମାନ ନିର୍ଭର କରୁଛି…