Browsing Tag

xiomi

୧୧ ବର୍ଷ ପର୍ଯ୍ୟନ୍ତ ଜଳିବ ଏହି ସ୍ମାର୍ଟ ବଲବ, ଭାରତରେ ଆରମ୍ଭ ହେଲାଣି ସେଲ୍

ସାଓମୀ ସ୍ମାର୍ଟ Mi LED ବଲବକୁ ଭାରତରେ ସେଲ ଆରମ୍ଭ କରିଦେଇଛନ୍ତି। ଏହାର ଦାମ ୧୨୯୯ ଟଙ୍କା ଅଟେ। ଏପ୍ରିଲରେ Redmi Y3 ଲଞ୍ଚ ବେଳେ ଏହାର ଘୋଷଣା କରାଯାଇଥିଲା। ସେହି ସମୟରେ କ୍ରାଉଡଫଣ୍ଡିଂ କାରଣରୁ ଏହି ବଲବ ୯୯୯ ଟଙ୍କାରେ ଉପଲବ୍ଧ ଥିଲା। ଏହି ବଲବକୁ Mi.com ସହିତ ଆମାଜନ ଏବଂ ଫ୍ଲିପକାର୍ଟ…

ସ୍ମାର୍ଟ ଫୋନ ଓ ସ୍ମାର୍ଟ ଝାଡୁ ପରେ ଏବେ ସାଓମୀ ଆଣୁଛି ସ୍ମାର୍ଟ ବାଇସାଇକେଲ, ଜାଣନ୍ତୁ କଣ ରହିଛି ଫିଚର୍ସ

ସ୍ମାର୍ଟ ମୋବାଇଲ ଓ ସ୍ମାର୍ଟ ଝାଡୁ ମାର୍କେଟକୁ ଛାଡିବା ପରେ ଖୁବ ଶୀଘ୍ର ବଜାରକୁ ସ୍ମାର୍ଟ ବାଇସାଇକେଲ ଆଣିବାକୁ ଯାଉଛି ସାଓମୀ । ଯାହା ବାଇକ ଠାରୁ କମ ଦାମରେ ମିଳିପାରିବ ।  ଏହି ଇଲେକ୍ଟ୍ରି ସ୍ମାର୍ଟ ବାଇସାଇକେଲ ଗ୍ରାହଙ୍କ ପ୍ରଥମ ପସନ୍ଦ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଆଉ ଏହାର…

ବମ୍ପର ଅଫରରେ କିଣନ୍ତୁ ସାଓମିର ସବୁଠାରୁ ଶସ୍ତା ଫୋନ, ମିଳିବ ୨୨୦୦ ଟଙ୍କା ପର‌୍ୟ୍ୟନ୍ତ କ୍ୟାସବ୍ୟାକ୍

ନୂଆଦିଲ୍ଲୀ : ସାଓମି ୧୯ ତାରିଖରେ ନିଜର ସବୁଠାରୁ ଶସ୍ତା ଜରୟଜ୍ଞସ ଏଙ ଫୋନ ଭାରତରେ ଲଞ୍ଚ କରିଛି। ରେଡମି ଗୋ ଏକ ଅଲଟ୍ରା ବଜେଟ ଫୋନ ଅଟେ। କମ୍ପାନି ଏହାର ମୂଲ୍ୟ ମାତ୍ର ୪,୪୯୯ଟଙ୍କା ରଖିଛି। ଫୋନର ଫିଚର , ମୂଲ୍ୟ ଦେଖି ଏପରି କୁହାଯାଉଛି କି ଏହା ବଜେଟ ଫୋନରେ ନିଜକୁ ବହୁ ସମୟ ପାଇଁ ବଜାୟ…