Browsing Tag

yeddyurappa

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁୟୁରପ୍ପାଙ୍କ ଇସ୍ତଫା ଘୋଷଣା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା। ମୁଖ୍ୟମନ୍ତ୍ରୀ ଭାବେ ୪ର୍ଥ ପାଳିରେ ତାଙ୍କର ଆଜି ୨ୟ ବର୍ଷ ପୂର୍ତ୍ତି ହୋଇଥିଲା। କିନ୍ତୁ ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବେ…

ଫେରିବେ ପ୍ରବାସୀ ଓଡ଼ିଆ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କର୍ଣ୍ଣାଟକରୁ ଫେରିବେ ପ୍ରବାସୀ ଓଡ଼ିଆ । ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟା ୩୦ରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଭୟ ଆଲୋଚନା କରିବେ । କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ…

କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ଼, ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦିୟୁରପ୍ପା

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ଼। ସରକାର ଗଠନ କରିବ ବିଜେପି। ଆଜି ସଂଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବିଏସ ୟେଦିୟୁରପ୍ପା। ଏନେଇ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ସରକାର…

ଯେମିତି କରିଥିଲେ ସେମିତି ପାଇଲେ କୁମାରସ୍ବାମୀ, ୧୨ ବର୍ଷ ପରେ ହିସାବ ବରାବର କଲା ବିଜେପି

କର୍ଣ୍ଣାଟକରେ ମାସେ ହେଲା ଚାଲିଥିବା ନାଟକର ଯବନିକା ପଡ଼ିଛି । ଭାଙ୍ଗିଯାଇଛି କୁମାରସ୍ୱାମୀଙ୍କ ୧୪ ମାସର ମେଣ୍ଟ ସରକାର। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବିଶ୍ୱାସ ମତ ହାସଲ କରି ପାରିଲା ନାହିଁ । ଆସ୍ଥା ଭୋଟ ସପକ୍ଷରେ ୯୯ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ୍‌ ପଡିଛି । ଆସ୍ଥା ଭୋଟ…