Below header
Browsing Tag

yono app

ଗ୍ରାହକଙ୍କୁ ମିଳିଲା ବିନା କାର୍ଡରେ ଟଙ୍କା ଉଠାଇବାର ସୁବିଧା, ଲଞ୍ଚ ହେଲା ଅପଡେଟେଡ YONO ଆପ୍

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ (SBI) ନିଜ ଗ୍ରାହକଙ୍କୁ ଉନ୍ନତ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା ଦିଗରେ ଅନେକ ପଦକ୍ଷେପ ନେଇଛି । ଏସବିଆଇ ରବିବାର ଦିନ ନିଜର ୟୋନୋ ଆପର ଏକ ଅପଡେଟ୍ ଭର୍ସନ ଲଞ୍ଚ କରିଛି । ଆପରେ ପରିବର୍ତ୍ତନ ପରେ, ଲୋକମାନେ ୟୋନୋରୁ ସିଧାସଳଖ ହିଁ ପେମେଣ୍ଟ…

ବ୍ୟାଙ୍କର ଚକ୍କର କାଟିବାକୁ ଆଉ ପଡିବନି ଏବେ ଘରେ ଅତି ସହଜରେ ପାଆନ୍ତୁ SBIର ପର୍ସନାଲ ଲୋନ୍‌

ଏସବିଆଇ ଆଣିଛି ଗ୍ରାହକଙ୍କ ପାଇଁ ଖୁସି ଖବର। ଏବେ ଆପଣ ଘରେ ବସି ବି ସହଜରେ ପାଇପାରିବେ ଲୋନ୍‌। ଏସବିଆଇର ୟୋନୋ ଆପ୍‌ ଆପ୍‌ ସାହାଯ୍ୟରେ ଆପଣ ଘରେ ବସି ଲୋନ୍‌ ନେଇପାରିବେ। ଲୋନ୍‌ ନେବା ପାଇଁ ଏବେ ଆଉ ଆପଣଙ୍କୁ ସରକାରଙ୍କ ଚକ୍କର କାଟିବାକୁ ପଡିବନାହିଁ। ଆପଣ ଘରେ ହିଁ ପାଇପାରିବେ ଲୋନ।…

SBI ଆଲର୍ଟ: ଆସନ୍ତାକାଲି ୩୦୦ ମିନିଟ୍‌ ବନ୍ଦ ରହିବ ଏସବିଆଇର ସମସ୍ତ ଇଣ୍ଟରନେଟ୍‌ ସେବା

SBI ୟୁଜର୍ସଙ୍କ ପାଇଁ ସତର୍କ ସୂଚନା। ଆପଣ ଯଦି ଏସବିଆଇର ଗ୍ରାହକଙ୍କ ଅଟନ୍ତି, ତେବେ ଆସନ୍ତାକାଲି କରିବାକୁ ଥିବା ଆଜି ହିଁ କରିନିଅନ୍ତୁ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟୁଜର୍ସଙ୍କ ପାଇ ଆସନ୍ତାକାଲି ବନ୍ଦ ରହିବ ଇଣ୍ଟରନେଟ ବ୍ୟାଙ୍କିଂ ସେବା। ଆସନ୍ତାକାଲି ଏସବିଆଇ ଗ୍ରାହକ କୌଣସି ଇଣ୍ଟରନେଟ…

ଏସବିଆଇ YONO ଆପ୍ ରେ ଦେଉଛି ଏହି ଖାସ୍ ସୁବିଧା, ଏବେ ଲଗଇନ୍ ନକରି ମଧ୍ୟ କରିପାରିବେ ବିଲ୍ ପେମେଣ୍ଟ

ଭାରତୀୟ ଷ୍ଟେଟ ବ୍ଯାଙ୍କ ନିଜର ବ୍ଯାଙ୍କିଂ ଆପ୍ Yono ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଆରମ୍ଭ କରିଛି। ଏହା ସାହାଯ୍ଯରେ ଗ୍ରାହକ ବିନା ଲଗ୍ଇନ କରି ବିଲ୍ ପେମେଣ୍ଟ କରିପାରିବେ। ଏହି ଫିଚର ସାହାଯ୍ଯରେ ୟୋନୋ ଆପ୍କୁ ଲଗଇନ ନ କରି ନିଜର ଖାତାକୁ ଯାଇ ବାଲାନ୍ସ ଚେକ୍ କରିପାରିବେ। ଏହାଛଡା ବିଲ୍…

SBI ରେ ଅନଲାଇନ ଟ୍ରାଞ୍ଜାକ୍ସନ ହେଉନଥିବା ଅଭିଯୋଗ, ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କଲେ ଗ୍ରାହକ

ବର୍ତ୍ତମାନ ଲୋକମାନେ ଟଙ୍କା ନେଣଦେଣ ପାଇଁ ଆଉ ATM ଯିବାକୁ ପସନ୍ଦ କରୁନାହାନ୍ତି। ଏଣୁ ଘରେ ବସି ଡିଜିଟାଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଟ୍ରାନଜାକସନ କରୁଛନ୍ତି। ମାତ୍ର ଗତ କିଛି ଦିନ ହେବ ବ୍ୟାଙ୍କରେ ଅନଲାଇନ ଟ୍ରାନଜାକସନ ହେବାରେ ସମସ୍ୟା ଉପୁଜୁଛି। HDFC ପରେ ଏବେ SBIର ଫ୍ଲେଗସିପ୍ ଆପ୍…

ସକାଳୁ ଧିମା ଚାଲୁଛି ଏସବିଆଇ ‘ୟୋନୋ’ ଆପ୍, ହୋଇପାରୁନି ନେଟ୍ ବ୍ୟାଙ୍କିଙ୍ଗ୍, ୟୁଜର୍ସ ନିରାଶ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ର ମୋବାଇଲ୍ ଆପ୍ ‘ୟୋନୋ’ ଏବଂ ୱେବ୍ ପୋର୍ଟାଲ ଦୁଇଟି ଯାକ ସୋମବାର ସକାଳୁ ହିଁ ଧିମା ଚାଲୁଛି। ଏଥିଯୋଗୁ କେତେଜଣ ଉପଭୋକ୍ତା ନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ଆପ୍ ଏବଂ ପୋର୍ଟାଲରେ ଲଗ୍ ଇନ୍ କରିପାରୁ ନାହାନ୍ତି। ଏସବିଆଇର ୟୋନୋ ଆପ୍ ଡିଜିଟାଲ ସେବା ପ୍ରଦାନ…