Below header
Browsing Tag

zika virus

ଜିକା ଭାଇରସ୍‌ ଚିହ୍ନଟ ପରେ ବେଙ୍ଗାଲୁରୁରେ ହାଇ ଆଲର୍ଟ; ୩୦ ଗର୍ଭବତୀ, ୭ ଲୋକଙ୍କଠାରୁ ନିଆଗଲା ନମୁନା

ବେଙ୍ଗାଲୁରୁ ନିକଟରେ ଜିକା ଭାଇରସ୍‌ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ହାଇ ଆଲର୍ଟରେ ରହିଛି। ରାଜ୍ୟରେ ୬୮ଟି ସ୍ଥାନରେ ଜିକା ଭାଇରସ୍‌ ପାଇଁ ମଶାଙ୍କ ପରୀକ୍ଷା କରାଯାଇଛି। ଏହି ଭାଇରସ୍‌ ଚିକ୍କାବଲ୍ଲାପୁର ଜିଲ୍ଲାର ଏକ ମଶାଠାରୁ ମିଳିଥିଲା। ଏଠାରୁ ୬ଟି ନମୁନା ନିଆଯାଇଥିଲା।…

ଜିକା ଭାଇରାସ : କାନପୁରରେ ଜିକା ତାଣ୍ଡବ, ୮୯ ସଂକ୍ରମିତ

ଲକ୍ଷ୍ନୌ : କରୋନା ପରେ ଜିକା ଭାଇରସ ଏବେ ମୁଣ୍ଡ ଟେକିଛି । ଉତ୍ତର ପ୍ରଦେଶ କାନପୁର ସହରରେ ଜିକା ଭାଇରସ ରୋଗୀ ସଂଖ୍ୟା ୮୯ ରେ ପହଞ୍ଚିଛି । କନୌଜ ସହରରେ ମଧ୍ୟ ଶନିବାର ୧୦ ନୂଆ ମାମଲା ଆସିଥିବା ଜଣାପଡ଼ିଛି । କାନପୁର ଚିଫ ମେଡିକାଲ ଅଫିସର କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଯାଞ୍ଚ ପାଇଁ…

ପୁନେର ୭୯ ଗାଁରେ ଜିକା ଭାଇରସ୍‌ ଆତଙ୍କ, ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ

କରୋନା ଭାଇରସ୍‌ ଆତଙ୍କ ଥମିନଥିବା ବେଳେ ଏବେ ମହାରାଷ୍ଟ୍ରକୁ ଘାରିଛି ଜିକା ଭାଇରସ୍‌ ସଙ୍କଟ। ପୁନେ ଜିଲ୍ଲାରେ ଜିକା ଭାଇରସ୍‌ର ପ୍ରଥମ କେସ୍‌ ସାମ୍ନାକୁ ଆସିବା ପରେ ପ୍ରଶାସନ ଆକ୍ସନ୍‌ ମୋଡ୍‌ରେ। ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ଟି ଗାଁରେ ଜିକା ଭାଇରସ୍‌ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି।…

ପୁଣି ଫେରିଲା ଜିକା ଭାଇରସ; କେରଳରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ

ସାମ୍ପ୍ରତିକ ସମୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ କେତେକ ରାଜ୍ୟରେ ଡେଙ୍ଗୁ ରୋଗୀ ମଧ୍ୟ ବ୍ୟାପକ ଆକାରରେ ଚିହ୍ନଟ ହୋଇସାରିଛନ୍ତି। ଏବେ କେରଳରେ ଜିକା ଭାଇରସ୍ ଠାବ କରାଯାଇଛି। କେରଳର ତିରୁବନନ୍ତପୁରମ୍ ଅନ୍ତର୍ଗତ ପରସାଲା ଅଞ୍ଚଳର ଜଣେ…

ଆତଙ୍କ ଖେଳାଉଛି ଜିକା ଭାଇରସ, ରାଜସ୍ଥାନ ଜୟପୁରରେ ୨୨ ଜଣ ଆକ୍ରାନ୍ତ

ରାଜସ୍ଥାନ(କେନ୍ଯୁଜ୍) : ରାଜସ୍ଥାନ ଜୟପୁରରେ ୨୨ ଜଣ ଜିକା ଭାଇରସରେ ଆକ୍ରାନ୍ତ। ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାର୍ଯ୍ଯାଳୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ସବିଶେଷ ତଥ୍ୟ ମାଗିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍‌ ଜୟପୁର ଯିବ। ଗତ ସେପ୍ଟେମ୍ବର ୨୪ ତାରିଖରେ ପ୍ରଥମେ ଜଣେ ମହିଳା…