Below header
Browsing Tag

zodiac signs

କାଲି ପଡ଼ୁଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଏସବୁ ରାଶି ଉପରେ ପଡ଼ୁଛି କୁ-ପ୍ରଭାବ, ଜଗି ରଖି ଚଳନ୍ତୁ

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧୯ ତାରିଖ, ଶୁକ୍ରବାର ପଡ଼ୁଛି। ଚଳିତଥର ଚନ୍ଦ୍ର ଗ୍ରହଣ କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ଦିନ ଲାଗୁଛି। ଏହା ଆଂଶିକ ଚନ୍ଦ୍ର ଗ୍ରହଣ। ଭାରତର ପୂର୍ବ ଭାଗରେ ଏହା ଆଂଶିକ ନଜର ଆସିବ। ଏହି କାରଣରୁ ଦେଶରେ ଏହା ପାଳନୀୟ ନୁହେଁ। କିନ୍ତୁ…

କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଅଶୁଭ ନୁହେଁ, ଅତ୍ୟନ୍ତ ଶୁଭଫଳ ବି ଦେଇଥାଏ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଏଥର…

ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ପରାଗକୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ସାଧାରଣତଃ ଅଶୁଭ ବୋଲି ଧରା ଯାଇଥାଏ। ଏଥିପାଇଁ ଏହି ସମୟରେ କୌଣସି ଶୁଭ କାମ କରିବା, ଖାଦପେୟ ଆଦି ସେବନକୁ ବାରଣ କରାଯାଇଥାଏ। ଗ୍ରହଣ ଏବଂ ପରାଗ ଲୋକଙ୍କ ଉପରେ ବଡ଼ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ସବୁ…

ହୃଦୟ ଭାଙ୍ଗିବାରେ ମାହିର ଥାଆନ୍ତି ଏହି ରାଶିର ବ୍ୟକ୍ତି, ରୁହନ୍ତୁ ତାଙ୍କଠାରୁ ସାବଧାନ

ଭଲ ପାଇବା କେବେ ମଧ୍ୟ ସହଜହୋଇନଥାଏ। ଏପରିକି ବର୍ତ୍ତମାନ ବହୁତ କମ ଲୋକ ଅଛନ୍ତି ଯେଉଁମାନଙ୍କୁ ବାସ୍ତବ ପ୍ରେମ ହୋଇଥାଏ। ବହୁ ସମୟରେ କାହାର ପ୍ରେମ ସଫଳ ହୁଏ ତ କାହାର ବିଫଳ। ତେବେ ଆପଣ ଜାଣିଛନ୍ତି କି, ଏହା ପଛରେ ଲୋକଙ୍କ ରାଶିର ମଧ୍ୟ ସମ୍ବନ୍ଧ ରହିଥାଏ। ଆଜି ଆମେ ଏପରି କିଛି ରାଶି ବିଷୟରେ…

ଏହି ଦିନ ଲାଗିବ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ, ବୃଷ ରାଶି ଉପରେ ରହିବ ସବୁଠାରୁ ଅଧିକ ପ୍ରଭାବ

ବର୍ଷ ୨୦୨୧ରେ ମୋଟ ୪ଟି ଗ୍ରହଣ ଓ ପରାଗ ଲାଗିବାର ଅଛି, ଏଥିରୁ ୨ଟି ଲାଗି ସାରିଥିବା ବେଳେ ବାକି ୨ଟି ଅଛି। ଅର୍ଥାତ୍‌ ଚଳିତ ବର୍ଷ ଗୋଟିଏ ସୂର୍ଯ୍ୟ ପରାଗ ଓ ଗୋଟିଏ ଚନ୍ଦ୍ର ଗ୍ରହଣ ଲାଗି ସାରିଛି। ମେ’ ୨୬ ତାରିଖ ବୁଧବାର ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିଥିଲା ଏବଂ ଆସନ୍ତା ୧୯ ନଭେମ୍ବର…

ଜାଣନ୍ତୁ, କେଉଁ ରାଶିର ଲୋକେ ଅର୍ଥ ରୋଜଗାର କରିବାରେ ହୋଇଥାନ୍ତି ଅଧିକ ମାହିର

ଦୁନିଆରେ ସବୁ ବ୍ୟକ୍ତି ଧନୀ ହେବାକୁ ଚାହିଁଥାନ୍ତି । ଏଥିପାଇଁ କର୍ମ କରିବା ପ୍ରଧାନ । ଜ୍ୟୋତିଷ ଶାସ୍ତ୍ରରେ ବହୁତ କିଛି କଥା ଆପଣଙ୍କ ରାଶି ଓ ଭାଗ୍ୟ ନିର୍ଣ୍ଣୟ କରିଥାଏ । ଦିନ ରାତି ପରିଶ୍ରମ କରିବା ଦ୍ୱାରା ବି କିଛି ଲୋକ ଅର୍ଥ ମାମଲାରେ ଅଦସଫଳ ରହିଥାନ୍ତି । କିଛି ଲୋକ ଏପରି ଅଛନ୍ତି…

ବାହା ହେବାକୁ ପଛଘୁଞ୍ଚା ଦିଅନ୍ତି ଏହି ୪ଟି ରାଶିର ଲୋକ, ଆପଣ ଏଥିରେ ସାମିଲ ନାହାନ୍ତି ତ ?

ବିବାହ କରିବା ପାଇଁ ଅନେକ ଲୋକ ସ୍ବପ୍ନ ଦେଖନ୍ତି। କିନ୍ତୁ କିଛି ଲୋକଙ୍କ ବିବାହ ବୟସ ଗଡିଯିବାରୁ ବିବାହ ପାଇଁ ଇଚ୍ଛା କରନ୍ତି ନାହିଁ। ଏହି ଲୋକମାନେ ବିବାହ କରିବା କିମ୍ବା କୌଣସି ସଂପର୍କ ରଖିବାକୁ ଡରନ୍ତି। ଜ୍ଯୋତିଷ ମୁତାବକ ଏହି ୪ଟି ରାଶିର ଅଧିକାଂଶ ଜାତକ ସହିତ ଏମିତି ହୋଇଥାଏ। ଏମାନଙ୍କ…

ଏହି ରାଶିର ବ୍ୟକ୍ତିଙ୍କ ଉପରେ ସବୁବେଳେ ପ୍ରସନ୍ନ ଥାଆନ୍ତି ମହାଦେବ, ମିଳେ ଖାସ୍‌ ଆଶୀର୍ବାଦ

ଆରମ୍ଭ ହୋଇଛି ଶ୍ରାବଣ ମାସ। ଏହି ମାସ ଭଗବାନ ଶିବଙ୍କର ସବୁଠୁ ପ୍ରିୟ ମାସ ବୋଲି କୁହାଯାଏ। ଏଣୁ ଶ୍ରାବଣରେ ଶିବ ଓ ପାର୍ବତୀଙ୍କ ଆରାଧନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କେତେକ ରାଶିର ବ୍ୟକ୍ତିଙ୍କ ଉପରେ ଶିବଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ। ଏମାନଙ୍କ ପ୍ରତି କାମରେ ଶିବ ସନ୍ତୁଷ୍ଟ…

ବୃହସ୍ପତିଙ୍କ ରାଶି ପରିବର୍ତ୍ତନରେ ଜାଣନ୍ତୁ କେଉଁ ରାଶିରେ କ’ଣ ପଡ଼ିବ ପ୍ରଭାବ

ଦେବଗୁରୁ ବୃହସ୍ପତି ୫ ଅପ୍ରେଲ ୨୦୨୧ ମଙ୍ଗଳବାରରେ ରାଶି ପରିବର୍ତ୍ତନ କରିଥିଲେ । ଏହି ସମୟରେ ବୃହସ୍ପତି ମକର ରାଶିରୁ କୁମ୍ଭ ରାଶିକୁ ଗୋଚର ପ୍ରକାରେ ଗତି କରିଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ୪ମାସ ରହି ରାଶି ପରିବର୍ତ୍ତନ କରିଥାନ୍ତି । ୨୦ ଜୁନରେ ଗୁରୁ ବୃହସ୍ପତି…

ଜୁନ ୧୦ ରେ ସୂର୍ଯ୍ୟ ପରାଗ: ଏହି ରାଶି ଉପରେ ପଡ଼ିବ ଅଶୁଭ ପ୍ରଭାବ, ଏବେଠୁ ରୁହନ୍ତୁ ସାବଧାନ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡୁଛି ଜୁନ ୧୦ ଗୁରୁବାର ଦିନ। ଏହି ଦିନ ସଧବାଙ୍କ ପର୍ବ ସାବିତ୍ରୀ ମଧ୍ୟ। ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟ ପରାଗର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚଳିତ ଥରର ସୂର୍ଯ୍ୟ ପରାଗ କେଉଁ ରାଶି ଉପରେ…

ଭାରୀ କରଜକୁ ନେଇ ଚିନ୍ତିତ କି? ଜାଣନ୍ତୁ କେମିତି ରାଶି ଅନୁସାରେ ସହଜ ଉପାୟ ଆପଣାଇ ହୋଇପାରିବେ ଋଣ ମୁକ୍ତ

କରଜ ବା ଋଣ ଏମିତି ଏକ ଜିନିଷ, ଯାହା କାରଣରୁ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। କରଜର ବୋଝ ସେହିମାନେ ହିଁ ବୁଝିପାରିବେ, ଯେଉଁମାନଙ୍କ ମୁଣ୍ଡରେ ଏହା ଥିବ। ଆଜି ଆମେ ଆପଣଙ୍କୁ କରଜ ପରିଶୋଧ କରିବାର ଉପାୟ ବିଷୟରେ କହିବୁ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶି ପାଇଁ…

ଏହି ୫ ରାଶିରେ ରହିଥାଏ ଲଭ୍‌ ମ୍ୟାରେଜ୍‌ ଯୋଗ, ନିଜ ପସନ୍ଦରେ କରନ୍ତି ବିବାହ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର-କନ୍ୟାଙ୍କର ଜାତକ ମେଳାପର ପରମ୍ପରା ରହିଛି। ଅବଶ୍ୟ କିଛି ଲୋକ ଏହି ପରମ୍ପରାକୁ ମାନନ୍ତିନାହିଁ। ଖାସ୍‌ କରି ପ୍ରେମ ବିବାହରେ। ଜ୍ୟୋତିଷ ଶାସ୍ତ୍ରରେ ଜାତକର ଖାସ୍‌ ମହତ୍ତ୍ୱ ରହିଛି। ଜାତକରେ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣିହୁଏ। ଆସନ୍ତୁ ଜାଣିବା…

ଏହି ରାଶିର ବ୍ୟକ୍ତିମାନେ ହୋଇଥାନ୍ତି ପରଫେକ୍ଟ ଲଭ ପାର୍ଟନର,ଜାଣନ୍ତୁ କଣ ରହିଛି ଏମାନଙ୍କ ବିଶେଷତ୍ୱ

ବେଳେ ବେଳେ ଆମେ ପ୍ରେମକୁ ଏତେ ତୀବ୍ର ଭାବରେ ଖୋଜୁଥାଉ ଯେ ଆମେ ଏକ ଆଶାର୍କମୀ ପାର୍ଟନରେ କିଛି ଗୁଣ ହରାଇବାକୁ ପ୍ରବୃତ୍ତି କରିଥାଉ , ଯାହାକୁ ଅଣଦେଖା କରିବା କଷ୍ଟକର ହୋଇଥାଏ। ଜଣେ ସାଥିର ଗୁଣକୁ ଦେଖି ଆମେ ମିସ୍‌ କିମ୍ବା ମିଷ୍ଟର ପରଫେକ୍ଟ ବାଛିଥାଉ। ସେହିପରି ସର୍ମ୍ପକକୁ ନିବିଢ କରିବା…