ଶୀତଦିନେ ବ୍ୟବହାର କରନ୍ତୁ ଏହି ଇଲେକ୍ଟ୍ରିକ୍ କେଟିଲ୍, ଜାଣନ୍ତୁ ୧୦୦୦ ଟଙ୍କାରୁ ମଧ୍ୟ କମ୍ ରହିଛି ଏହାର ଦାମ୍‌

ଯେତେବେଳେ ଲୋକମାନଙ୍କୁ ପାଣି ଗରମ କରିବାକୁ ପଡେ, ସେତେବେଳେ ଲୋକମାନେ ଏହାର ଆବଶ୍ୟକତା ଅନୁଭବ କରନ୍ତି । ଏହି ଇଲେକ୍ଟ୍ରିକ୍‌ କେଟିଲରେ ମାତ୍ର କିଛି ମିନିଟ୍‌ ମଧ୍ୟରେ ପାଣି ଗରମ ହୋଇଯାଏ । ତେଣୁ ଲୋକମାନେ ସମୟ ନଷ୍ଟ ନକରି ପାଣି ଏଥିରେ ଗରମ କରିଦିଅନ୍ତି ।

ଅନେକ ଲୋକ ଶୀତଦିନେ ଇଲେକ୍ଟ୍ରିକ୍ କେଟିଲ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଯେତେବେଳେ ଲୋକମାନଙ୍କୁ ପାଣି ଗରମ କରିବାକୁ ପଡେ, ସେତେବେଳେ ଲୋକମାନେ ଏହାର ଆବଶ୍ୟକତା ଅନୁଭବ କରନ୍ତି । ଏହି ଇଲେକ୍ଟ୍ରିକ୍‌ କେଟିଲରେ ମାତ୍ର କିଛି ମିନିଟ୍‌ ମଧ୍ୟରେ ପାଣି ଗରମ ହୋଇଯାଏ । ତେଣୁ ଲୋକମାନେ ସମୟ ନଷ୍ଟ ନକରି ପାଣି ଏଥିରେ ଗରମ କରିଦିଅନ୍ତି । ଏହାକୁ ବ୍ୟବହାର କରିବା ଦ୍ୱାରା ଲୋକମାନଙ୍କୁ ଗ୍ୟାସ୍ ଷ୍ଟୋଭ୍‌ ଏବଂ ହିଟର ଆବଶ୍ୟକ ପଡେ ନାହିଁ ।  ଷ୍ଟୋଭ୍ କିମ୍ବା ହିଟର ଅପେକ୍ଷା ଏହି  ଇଲେକ୍ଟ୍ରିକ୍‌ କେଟିଲ ବ୍ୟବହାର କରିବା ବହୁତ ସହଜ ହୋଇଥାଏ ଏବଂ ଏଥିରେ ପାଣି ଖୁବ୍‌ ଶୀଘ୍ର ଗରମ ମଧ୍ୟ ହୋଇଯାଏ । ତେବେ କିଛି ଲୋକ ଅଛନ୍ତି ଯେଉଁମାନେ କେଉଁ ଇଲେକ୍ଟ୍ରିକ୍ କେଟିଲ କିଣିବେ ତାହା ଜାଣିପାରନ୍ତି ନାହିଁ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏଭଳି କିଛି ଇଲେକ୍ଟ୍ରିକ୍‌ କେଟିଲ ବିଷୟରେ ଜଣାଇବୁ ଯାହାର ମୂଲ୍ୟ ୧୦୦୦ ଟଙ୍କାରୁ ମଧ୍ୟ କମ୍‌ ରହିଛି ।
Pigeon Amaze Plus ଇଲେକ୍ଟ୍ରିକ୍ କେଟିଲ୍ :
ଏହି ଇଲେକ୍ଟ୍ରିକ୍ କେଟିଲର କ୍ୟପାସିଟି ୧.୫ ଲିଟର୍‌ ରହିଛି । ଏହି କେଟିଲ୍‌ ଷ୍ଟେନଲେସ ଷ୍ଟିଲରେ ତିଆରି । ଏହି କେଟିଲ ଇଲେକ୍ଟ୍ରିକ୍‌ ଲାଇଟ୍ ଏବଂ ଅଟୋ ସଟ-ଅଫ୍ ଭଳି ଅନେକ ଫିଚର୍ସ ସହିତ ଆସିଥାଏ । ଏଥି ସହିତ ଏହା ବହୁତ କମ୍‌ ମୂଲ୍ୟରେ ଉପଲବ୍ଧ ହୋଇଥାଏ । ଏହାର ମୂଲ୍ୟ ୧୨୪୫ ଟଙ୍କା କିନ୍ତୁ ଏହା ଆମାଜନରେ ୫୨% ଡିସକାଉଣ୍ଟରେ ଉପଲବ୍ଧ ହେଉଛି । ତେବେ ଆପଣ ଏହାକୁ ଆମାଜନରେ ମାତ୍ର ୫୯୯ ଟଙ୍କାରେ କିଣି ପାରିବେ ।
Butterfly ଇଲେକ୍ଟ୍ରିକ୍ କେଟିଲ୍ :
ଘରେ ଅନେକ କାମରେ ବ୍ୟବହାର ପାଇଁ ଏହି ଇଲେକ୍ଟ୍ରିକ୍ କେଟିଲ୍ ହେଉଛି ଏକ ଭଲ ଅପ୍ସନ । ଏହାର ଓଜନ ୯୪୦ ଗ୍ରାମ ଏବଂ ଏହାକୁ ବ୍ୟବହାର କରିବା ମଧ୍ୟ ବହୁତ ସହଜ । ଏହାର କ୍ୟାପାସିଟି  ୧.୫ ଲିଟର । ଏହା ଆମାଜନରେ ୩୭% ଡିସକାଉଣ୍ଟରେ ମିଳୁଛି । ଏହାର ମୂଲ୍ୟ ୧୧୧୧ ଟଙ୍କା କିନ୍ତୁ ଆପଣ ଏହାକୁ ଆମାଜନରେ ମାତ୍ର ୬୯୯ ଟଙ୍କାରେ କିଣି ପାରିବେ ।
Milton Euroline Go Electro ଇଲେକ୍ଟ୍ରିକ୍ କେଟିଲ୍ :
ଏହି ଇଲେକ୍ଟ୍ରିକ୍ କେଟିଲର କ୍ୟାପାସିଟି ହେଉଛି ୧.୨ ଲିଟର । ଗୋଟିଏ ଛୋଟ ପରିବାରର ବ୍ୟବହାର ପାଇଁ ଏହା ଏକ ଭଲ ଅପ୍ସନ । ଏଥିରେ ପାୱାର ଇନ୍‌ଣ୍ଡିକେଟର ଏବଂ ଅଟୋ କଟ୍ ଅଫ୍ ସହିତ ଅନେକ ଫିଚର୍ସ ରହିଛି ।  ଏହାର ମୂଲ୍ୟ ୧୧୯୯ ଟଙ୍କା କିନ୍ତୁ ଏହା ଆମାଜନରେ ୩୮% ଡିସକାଉଣ୍ଟରେ ମିଳୁଛି । ଆପଣ ଏହାକୁ ଆମାଜନରେ ୭୪୯ ଟଙ୍କାରେ କିଣି ପାରିବେ ।
Prestige କେଟିଲ୍ : 
Prestige କେଟିଲର ବୋଲ୍ଡ କ୍ୱାଲିଟି ବହୁତ ଭଲ ହୋଇଥାଏ । ଆପଣ ଏହାକୁ ଘରର ବ୍ୟବହାର ପାଇଁ କିଣି ପାରିବେ । ଏହା ଆମାଜନରେ ୪୪% ଡିସକାଉଣ୍ଟରେ ମିଳୁଛି । ଏହାର ମୂଲ୍ୟ ୧୨୪୫ ଟଙ୍କା କିନ୍ତୁ ଆମାଜନରେ ମିଳୁଥିବା ଡିସକାଉଣ୍ଟ ପରେ ଏହା ୬୯୯ ଟଙ୍କାରେ କିଣି ପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.