କମ୍ ଟଙ୍କା ଖର୍ଚ୍ଚ କରି ଥଣ୍ଡା ପବନର ମଜା ନିଅନ୍ତୁ , ଏଠାରେ ମିଳୁଛି ଭାରି ଡିସକାଉଣ୍ଟ
ଯଦି ଆପଣ ନିଜ ଘର ପାଇଁ AC କିଣିବାକୁ ପ୍ଲାନ୍ କରୁଛନ୍ତି କିନ୍ତୁ ଏହାକୁ କେମିତି ଶସ୍ତାରେ କିଣିବେ ଯଦି ଜାଣିପାରୁ ନାହାଁନ୍ତି, ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର ।

ଯଦି ଆପଣ ନିଜ ଘର ପାଇଁ AC କିଣିବାକୁ ପ୍ଲାନ୍ କରୁଛନ୍ତି କିନ୍ତୁ ଏହାକୁ କେମିତି ଶସ୍ତାରେ କିଣିବେ ଯଦି ଜାଣିପାରୁ ନାହାଁନ୍ତି, ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ଏଠାରେ ଆମେ ଆପଣଙ୍କୁ ACର କିଛି ଭଲ ଅପ୍ସନ ବିଷୟରେ ଜଣାଇବୁ ଯେଉଁଠାରେ ଆପଣ ଡିସକାଉଣ୍ଟରେ ଅତି କମ୍ ଦାମରେ AC ପାଇପାରିବେ ।
Hitachi 1 Ton: ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଆପଣ ଏହି ସ୍ପିଲ୍ଟ ACକୁ ଶସ୍ତାରେ କିଣି ପାରିବେ । ଏହି ACର ରିଏଲ୍ ପ୍ରାଇସ୍ ହେଉଛି ୫୪,୩୦୦ ଟଙ୍କା କିନ୍ତୁ ଆପଣ ଏହାକୁ ୩୯ ପ୍ରତିଶତ ଡିସକାଉଣ୍ଟରେ ୩୨,୯୯୦ ଟଙ୍କାରେ କିଣି ପାରିବେ ।
Lloyd 0.8 Ton: ଏହି ACର ରିଏଲ୍ ପ୍ରାଇସ୍ ହେଉଛି ୪୭,୯୯୦ ଟଙ୍କା କିନ୍ତୁ ଆପଣ ଏହାକୁ ୪୪ ପ୍ରତିଶତ ଡିସକାଉଣ୍ଟରେ ୨୬,୯୯୦ ଟଙ୍କାରେ କିଣି ପାରିବେ । ଆପଣ ଏହି ACରେ ଅନେକ ଫିଚର୍ସ ପାଇବେ ।
Blue Star 0.8 Ton: ସେଲ୍ଫ କ୍ଲିନ୍ ଟେକ୍ନୋଲୋଜି ସହ ଆସୁଥିବା ଏହି ACକୁ ଆପଣ ୩୪ ପ୍ରତିଶତ ଡିସକାଉଣ୍ଟରେ ଆଣିପାରିବେ । ଏହା ମାତ୍ର ୨୭,୯୯୦ ଟଙ୍କାରେ ମିଳୁଛି । ଏଥିରେ ଆପଣଙ୍କୁ ମଲ୍ଟି ସେନ୍ସର, ହାଇଡେନ୍ ଡିସପ୍ଲେ ଏବଂ ଷ୍ଟାବଲାଇଜର୍ ଫ୍ରି ପାଇବେ ।
Cruise 1.5 Ton: ଏହି ଥ୍ରୀ ଷ୍ଟାର୍ ଇନଭର୍ଟର ସ୍ପିଲ୍ଟ AC ୭ ଷ୍ଟେଜ୍ ଫିଲ୍ଟରେସନ୍ ସହିତ ଆସେ । ଏହାର ରିଏଲ୍ ପ୍ରାଇସ୍ ହେଉଛି ୪୭,୯୦୦ ଟଙ୍କା କିନ୍ତୁ ଆପଣ ଏହାକୁ ୪୧ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୨୮,୨୯୦ ଟଙ୍କାରେ କିଣି ପାରିବେ ।
Panasonic 1.5 Ton: ଏହି AC ବଢ଼ିଆ ଫିଚର୍ସ ସହିତ ଆସୁଛି । ଏହା ହେଉଛି ଏକ 5 ଷ୍ଟାର AC ଯାହାର ରିଏଲ୍ ପ୍ରାଇସ୍ ହେଉଛି ୬୩,୪୦୦ ଟଙ୍କା କିନ୍ତୁ ଆପଣ ଏହାକୁ ୨୯ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୪୪,୯୯୦ ଟଙ୍କାରେ କିଣି ପାରିବେ ।