Whatsapp Trick: ଏହି ଉପାୟରେ ଆପଣ ମେସେଜ୍‌ ପଢ଼ିପାରିବେ କିନ୍ତୁ ପଠାଇଥିବା ବ୍ୟକ୍ତିଙ୍କ ପାଖକୁ ଯିବନି ବ୍ଲୁ ଟିକ୍‌

ଫେସ୍‌ବୁକ୍‌ରେ ଏଭଳି ଅନେକ ଟ୍ରିକ୍‌ ରହିଛି ଯାହା ବିଷୟରେ ଆମେ ଜାଣିନାହୁଁ। ପ୍ରାୟତଃ ଆମ ପାଖକୁ ଏଭଳି ଅନେକ ମେସେଜ୍‌ ଆସେ ଯାହାକୁ ଆମେ ପଢ଼ିବାକୁ ତ ଚାହୁଁ କିନ୍ତୁ ପଠାଇଥିବା ଲୋକଙ୍କୁ ବ୍ଲୁ ଟିକ୍‌ ନ ଯାଉ ବୋଲି ଚାହୁଁ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଟ୍ରିକ୍‌ କହିବୁ ଯାହାକୁ ବ୍ୟବହାର କରିବା ପରେ ଆପଣ ମେସେଜ୍‌ ତ ପଢ଼ିବେ କିନ୍ତୁ ସେଣ୍ଡରଙ୍କ ପାଖକୁ ବ୍ଲୁ ଟିକ୍‌ ଯିବ ନାହିଁ। ଆସନ୍ତୁ ଜାଣିବା ଏହି ଟ୍ରିକ୍‌ ବିଷୟରେ…

whatsapp

  • ହ୍ଵାଟ୍ସଆପ୍‌ରେ କିଛି ମେସେଜ୍‌ ଆସିଲେ ଫୋନ୍‌କୁ ପ୍ରଥମେ ଫ୍ଲାଇଟ୍‌ ମୋଡ୍‌କୁ ଆଣନ୍ତୁ।
  • ଏବେ ହ୍ଵାଟ୍ସଆପ୍‌ରେ ଆସିଥିବା ମେସେଜ୍‌କୁ ଓପନ୍‌ କରି ପଢ଼ନ୍ତୁ।
  • ମେସେଜ୍‌ ପଢ଼ିସାରିବା ପରେ ହ୍ଵାଟ୍ସ ଆପ୍‌ ବନ୍ଦ କରିଦିଅନ୍ତୁ।
  • ଏବେ ଫ୍ଲାଇଟ୍‌ ମୋଡ୍‌ ଅଫ୍‌ କରି ଦିଅନ୍ତୁ।
  • ଏବେ ହ୍ଵାଟ୍ସଆପ୍‌କୁ ଫୋନ୍‌ର ମଲ୍ଟିଟାସ୍କିଂରୁ ବି ହଟାଇ ଦିଅନ୍ତୁ।
  • ଏଭଳି କରିବା ଦ୍ୱାରା ଆପଣ ମେସେଜ୍‌ ମଧ୍ୟ ପଢ଼ିଦେବେ କିନ୍ତୁ ପଠାଇଥିବା ଲୋକଙ୍କୁ ଜଣାପଡ଼ିବ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.