Below header

Flipkart Grand Gadget Days : ଲ୍ୟାପଟପ୍ ରୁ ଆରମ୍ଭ କରି DSLR ଏହି ପ୍ରଡକ୍ଟ ଉପରେ ପାଇବେ ୧୯,୦୦୦ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର

ଇ-କମର୍ସ ୱେବସାଇଟ୍ Flipkart ନିଜର ପ୍ଳାଟଫର୍ମରେ Grand Gadget Days ସେଲ୍ ର ଆୟୋଜନ କରିଛି । ଚଳିତ ବର୍ଷ ଏପ୍ରିଲ ୨୬ରୁ ଆରମ୍ଭ ହୋଇ ୨୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏହି ତିନି ଦିବସୀୟ ସେଲ ଅବସରରେ ଇଲେକଟ୍ରୋନିକ୍ ପ୍ରଡକ୍ଟ ଯଥା ସ୍ପିକର୍ସ,ହେଡଫୋନ୍,ଲ୍ୟାପଟପ୍,ଡିଏସଏଲଆର,ପ୍ରିଣ୍ଟିଙ୍ଗ,ସ୍ମାର୍ଟଫୋନ୍ ଆଦି ଉପରେ ଡିସକାଉଣ୍ଟ ଦିଆଯାଉଛି । ଆଇସିଆଇସିଆଇ ବ୍ୟାଙ୍କ ର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରୁ ଇଏମଆଇ ମୋଡ ପାଇଁ ପେମେଣ୍ଟ କରିବା ଉପରେ ୫ପ୍ରତିଶତ ଇନଟ୍ରେଷ୍ଟ ଡିସକାଉଣ୍ଟ ଦିଆଯାଉଛି । ଏହା ସହିତ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଉପରେ ୟୁଜର୍ସ ମାନଙ୍କୁ ୫ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି ।

flipଏହା ବ୍ୟତିତ Acer Swift 3 Core i5 8th Gen କୁ ୭୧,୭୯୯ ଟଙ୍କା ବଦଳରେ ୫୨,୯୯୯ ଟଙ୍କାରେ କିଣି ପାରିବେ । ଏହା ଉପରେ ୧୯,୦୦୦ଟଙ୍କା ପର୍ଯ୍ୟନ୍ତ ଫ୍ଳାଟ୍ ଡିସକାଉଣ୍ଟ ଉପଲବ୍ଧ ଅଛି । ପୁରୁଣା ଲ୍ୟାପଟପ୍ ଏକ୍ସଚେଞ୍ଜ କରିବା ଉପରେ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । ଏହାସହ Apple MacBook Air Core i5 5th Gen କୁ ୮୪,୯୦୦୦ ଟଙ୍କା ବଦଳରେ ୬୮,୯୯୦ଟଙ୍କାରେ କିଣିପାରିବେ । ଏହାଉପରେ ମଧ୍ୟ ୭,୫୦୦ ଟଙ୍କା ଭିତରେ ଏକ୍ସଚେଞ୍ଜ ଅଫର ରହିଛି । Asus VivoBook Core i3 8th Gen  ର କଥା କହିଲେ ଏହା ୬୨,୯୯୦ ଠଙ୍କା ବଦଳରେ ୪୪,୯୯୦ ଟଙ୍କାରେ କିଣିପାରିବେ । ଏହାସହିତ ମଧ୍ୟ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ଦିଆଯାଇଛି ।

boAt BassHeads 220 Super Extra Bass ବାୟର୍ଡ ହେଡସେଟ୍ କୁ ୫୯୯ ଟଙ୍କାରେ କିଣିପାରିବେ । ଏହାର ବାସ୍ତବିକ ମୂଲ୍ୟ ୯୯୯ ଟଙ୍କା । ସେହିପରି Sennheiser CX 180 ବାୟର୍ଡ ହେଡସେଟ୍ କୁ ୧,୦୯୦ ଟଙ୍କା ବଦଳରେ ୭୪୯ଟଙ୍କାରେ କିଣିପାରିବେ । ଏହା ଉପରେ କେବଳ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟ ଉପଲବ୍ଧ ଅଛି । ହୋମ ଅଡିଓ ସ୍ପିକର ୨,୮୯୯ଟଙ୍କା ବଦଳରେ ୧,୭୯୯ରେ କିଣିପାରିବେ ।

discountNikon D5600 DSLR କୁ ୨୮ ପ୍ରତିଶତ ଡିସକାଉଣ୍ଟ ସହିତ ୪୭,୪୯୯ ଟଙ୍କାରେ କିଣିପାରିବେ । Canon EOS 200D DSLR  କୁ ୧୨ ପ୍ରତିଶତ ଡିସକାଉଣ୍ଟ ସହିତ ୪୮,୪୯୯ ଟଙ୍କାରେ କିଣିପାରିବେ । ଏହାର ବାସ୍ତବିକ ମୂଲ୍ୟ ୫୫,୬୯୫ଟଙ୍କା ଅଟେ । ଏହାବ୍ୟତିତ Sony Alpha ILCE-6500 କୁ ୮୭,୪୯୦ ବଦଳରେ ୭୬,୯୯୦ ଠଙ୍କାରେ କିଣିପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.