Below header

Flipkart ର ଗ୍ରାଣ୍ଡ ଗ୍ୟାଜେଟ ସେଲ, ୧୮,୯୯୦ ଟଙ୍କାରେ ଲାପଟପ ଓ ୩୯୯୯ ଟଙ୍କାରେ କିଣନ୍ତୁ ଟାବଲେଟ

ଫ୍ଲିପକାର୍ଟର ସ୍ୱତନ୍ତ୍ରତା ଦିବସ ସେଲ ପରେ ପୁଣିଥରେ ଗ୍ୟାଜେଟ ଗ୍ରାଣ୍ଡ ଦିଜ ସେଲର ଆୟୋଜନ କରାଯାଇଛି । ଫ୍ଲିପକାର୍ଟର ଏହି ସେଲ ୨୭ ଅଗଷ୍ଟରୁ ଆରମ୍ଭ ହୋଇ ୨୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହି ସେଲ୍କୁ ନେଇ ଫ୍ଲିପକାର୍ଟ କହିଛି କି ଗ୍ରାହକ ମାନଙ୍କୁ ଇଲେକ୍ଟ୍ରୋନିକ ପ୍ରଡକ୍ଟସ ଉପରେ ୮୦ ପ୍ରତିଶତ ରିହାତି ମିଳିବ । ଆସନ୍ତୁ ଜାଣିବା ଏହି ସେଲ ବିଷୟରେ ।

Flipkart Grand Gadget Days

ଏହି ସେଲରେ ଆସୁସ ଏବଂ ଏସର ଭଳି କମ୍ପାନୀ ଗୁଡିକର ପୋର୍ଟେବୁଲ ଏବଂ ପତଳା ଲାପଟପ ଗୁଡିକୁ ୩୩,୯୯୦ ଟଙ୍କାରେ ଏବଂ ବିୟରେବଲ ଡିଭାଇସ ୧୨୯୯ ଟଙ୍କାରେ ଲିଷ୍ଟ କରାଯାଇଛି । ଏହି ସେଲରେ କୋର ଆଇ5 ଲାପଟପ ଉପରେ ପାଖାପାଖି ୧୦ ପ୍ରତିଶତ ରିହାତି ମିଳିବ ଏବଂ ଆସୁସର VivoBook କୋର ଆଇ3 ର 7th ଜେନେରେସନ ୩୩,୯୯୦ଟଙ୍କାରେ ମିଳିବ । ଆସୁସ,ଏସପ ଏବଂ ଅନ୍ୟ କମ୍ପାନୀ ଗୁଡିକର ଗେମିଙ୍ଗ ଲାପଟପର ପ୍ରାରମ୍ଭିକ ଦର ୪୯,୯୯୦ ଟଙ୍କା ରହିବ ।

tablet

ଏହାସହ ପଢନ୍ତୁ ସ୍କିନ ରେକର୍ଡିଙ୍ଗଠୁ ନେଇ ଡେକ୍ସଟପ ମୋଡ଼ ପର୍ଯ୍ୟନ୍ତ ଜାଣନ୍ତୁ ଆଣ୍ଡ୍ରଏଡ଼ 10ର ୭ଟି ନୂଆ ଫିଚର ବିଷୟରେ

ଯଦି ଆପଣ ଶସ୍ତା ଲାପଟପ ଖୋଜୁଛନ୍ତି ତାହେଲେ ଏଠାରେ ଏସରର Aspire 3 ପେଣ୍ଟିୟମ ଗୋଲଡ ଆପଣଙ୍କୁ ୧୮,୯୯୦ ଟଙ୍କାରେ ମିଳିଯିବ ଯେଉଁଥିରେ 1TB HDD ଉପଲବ୍ଧ ରହିଛି । ଏହାସହିତ ଏଠାରେ ଆପଲ ମ୍ୟାକବୁକର ପ୍ରାରମ୍ଭିକ ଦର ୬୭,୯୯୦ ଟଙ୍କା ଅଟେ । ଯଦି ଆପଣ ଟାବଲେଟ କିଣିବାକୁ ଚାଁହୁଛନ୍ତି ତାହେଲେ flipkartର ଏହି ସେଲରେ Alcatel ର 1T7 ୱାଇଫାଇ ଭର୍ସନ ୩,୯୯୯ ଟଙ୍କାରେ ଉପଲବ୍ଧ । ଏଠାରେ ମାଇକ୍ରୋସଫ୍ଟର ସର୍ଫେସ ଗୋ ୨୯,୯୯୯ ଟଙ୍କା ହୋଇଥିବା ବେଳେ Honor Pad5 ୧୭,୯୯୯ ଟଙ୍କାରେ ମିଳୁଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.