Below header

WhatsAppରେ ଆପଣଙ୍କ ଡ଼ିପି କିଏ ଚେକ କରୁଛନ୍ତି, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ ଆଉ ଟ୍ରିକ୍ସ

Whats Appର ଏମିତି କିଛି ଟିପ୍ସ ଆଉ ଟ୍ରିକ୍ସ ଅଛି ଯାହା ବାବଦରେ ଅନେକ ଲୋକ ଜାଣି ନାହାନ୍ତି । ଏମିତି ହିଁ ଏକ ଟ୍ରିକ ବାବଦରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ଟ୍ରିକଟି ପ୍ରକୃତରେ ଆପଣଙ୍କ ପ୍ରୋଫାଇଲ ପିକକୁ ନେଇ । ଯାହା ଜରିଆରେ ଆପଣ ସହଜରେ ପତ୍ତା ଲଗାଇ ପାରିବେ କେହି ଆପଣଙ୍କ Whats App ଫୋଟୋ ଚୁପଚାପରେ ଦେଖୁଛି କି ନାହିଁ । ତେବେ ଆସନ୍ତୁ ଏବାବଦରେ ଜାଣିବା ।

– ଆପଣଙ୍କ ପ୍ରୋଫାଇଲ ପିକରେ କେଉଁ କେଉଁ ମାନେ ନଜର ରଖୁଛନ୍ତି ତାହା ଜାଣିବା ପାଇଁ ପ୍ରଥମେ ଆପଣଙ୍କୁ ଏକ ଆପ ଡାଉନ ଲୋଡ଼ କରିବାକୁ ହେବ ।

– ଏଥିପାଇଁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ ନିଜ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ WhatsApp – Who viewed Me ବା Whats Tracker ନାମକ ଏକ ଆପ ଡାଉନ ଲୋଡ଼ କରନ୍ତୁ ।

– ଏହି ଆପକୁ ଡାଉନଲୋଡ଼ କରିବା ସହ ଆପଣଙ୍କୁ 1mobile marketକୁ ବି ଡାଉନଲୋଡ଼ କରିବାକୁ ହେବ । କାରଣ ଏହା ବିନା WhatsApp-Who viewed Me ଡାଉନଲୋଡ଼ ହେବ ନାହିଁ । ଯେବେକି ଏକ ମୋବାଇଲ ମାର୍କେଟ ଆପ ନିଜକୁ ନିଜେ ଡାଉନଲୋଡ଼ ହୋଇଯିବ । ଥରେ ଡାଉନଲୋଡ଼ ହେବା ପରେ ଆପଣଙ୍କ ଡ଼ିପି କିଏ ଦେଖୁଛନ୍ତି ସେବାବଦରେ ଜଣାପଡ଼ିଯିବ ।

– ଆପଣ କେବଳ ମାତ୍ର ସେହି ମାନଙ୍କ ବାବଦରେ ଜାଣି ପାରିବେ ଯେଉଁ ମାନେ ଗତ ୨୪ ଘଣ୍ଟା ଭିତରେ ଆପଣଙ୍କ ଡ଼ିପି ଦେଖିଥିବେ । ଆପଣଙ୍କ ସାମ୍ନାକୁ ଏକ କଣ୍ଟକଟ କାଟାଗୋରି ସୋ କରିବା ଯେଉଁମାନେ ଲୁଚାଛପାରେ ଆପଣଙ୍କ ଫଟୋ ଦେଖିଥିବେ ।

– କିନ୍ତୁ ଏହି ଆପକୁ ନିଜ ଫୋନରେ ଡାଉନଲୋଡ଼ କରିବା ପୂର୍ବରୁ ନିଜେ ଥରେ ଭଲରେ ଭେରିଫାଇ କରାଇ ନିଅନ୍ତୁ । ଆପଣଙ୍କ ପାଇଁ ଏହି ଆପ କେତେ ସୁରକ୍ଷିତ କି ନୁହେଁ ସେବାବଦରେ ଏଯାବତ କୌଣସି ଅଫିସିଆଲ ଡାଟା ଆସିନାହିଁ । ଆପଣଙ୍କୁ ନିଜ ରିସ୍କରେ ହିଁ ଏହାକୁ ଡାଉନଲୋଡ଼ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.