ହୋଲିର ବିଶେଷ ଅବସରରେ Whatsapp ଜାରି କଲା ନୂଆ ସ୍ଟିକର୍ଷ, ଏମିତି ପଠାନ୍ତୁ ସାଙ୍ଗସାଥୀଙ୍କୁ ଶୁଭେଚ୍ଛା

ଏମିତିରେ ତ ବିଶ୍ୱବାସୀଙ୍କ ମନରେ କରୋନା ଭାଇରସ ଏକ ପ୍ରକାର ଭୟଙ୍କର ଚାପ ଛାଡ଼ିଛି ।  ଏହି ଭୟରେ ଲୋକେ ହାତ ମିଶାଇ ବା କାନ୍ଧରେ କାନ୍ଧ ମିଶାଇ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ଡରୁଛନ୍ତି ।  ତେଣୁ ଏପରି ପରିସ୍ଥିତିରେ ଯେମିତି ଆପଣଙ୍କ ଖୁସି କମ ନ ହୁଏ ।  ସେନେଇ ହୁଆର୍ଟ୍ସଅପ କମ୍ପାନୀ ନୂଆ ନୂଆ ଷ୍ଟିକର ପଠାଇବାର ସୁବିଧା ଆରମ୍ଭ କରିଛି ।  ତେବେ କେମିତି ପଠାଇବେ ଜାଣିରଖନ୍ତୁ:
– ସର୍ବ ପ୍ରଥମେ ନିଜ ହୁଆର୍ଟଆପକୁ ଓପନ କରନ୍ତୁ ।  ଏହାପରେ ଇମୋଜି ଆଇକନ ଉପରେ କ୍ଲିକ କରନ୍ତୁ ।  ପୁଣି ଠାରେ ଷ୍ଟିକର ବିକଳ୍ପ ଉପରେ କ୍ଲିକ କରନ୍ତୁ ।

whatsapp

– ଏବେ ଡାହାଣ ପଟେ ଦେଖାଯାଉଥିବା + ଚିହ୍ନ ଉପରେ କ୍ଲିକ କରନ୍ତୁ ।  ପରେ ତଳେ ସ୍କ୍ରଲ କରନ୍ତୁ ।  ଏବେ ଆପଣଙ୍କୁ ଗେଟ ମୋର ସ୍ଟିକର୍ଷର ବିକଳ୍ପ ମିଳିବ ।

-ଏହା ଉପରେ କ୍ଲିକ କରିବ ପରେ ଆପଣ ସିଧା ଗୁଗୁଲ ପ୍ଲେ-ଷ୍ଟୋରକୁ ଯାଆନ୍ତୁ ।  ଏବେ ହୋଲି ସ୍ଟିକର୍ଷ ସରଚା କରନ୍ତୁ ଓ ଡାଉନଲୋଡ଼ କରନ୍ତୁ ।

– ଏହା ପରେ ଆପଣଙ୍କ ସାମ୍ନାକୁ ଅନେକ ସ୍ଟିକର୍ଷ ଆସିବ ।  ଯାହା ପରେ + କେ ଉପରେ କ୍ଲିକ କରି ଷ୍ଟିକରରେ ଆଡ କରନ୍ତୁ ।  ଏହା ପରେ ପୁଣି ଆପଣଙ୍କୁ ସ୍ଟିକର୍ଷ ମିଳିଯିବ ।  ଏହା ପରେ ନିଜ ସାଙ୍ଗସାଥି, ବନ୍ଧୁବାନ୍ଧବଙ୍କ ନିକଟକୁ ପଠାନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.