Below header

ଭାରତରେ ଲଞ୍ଚ ହେଲା Lenovo HD 116 ୱେୟାରଲେସ ହେଡ଼ଫୋନ , ୨୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବ୍ୟାଟେରୀ

ଲମ୍ବା ସମୟର ବ୍ୟବଧାନ ପରେ Lenovo କମ୍ପାନୀ ନିଜ ବଳୁଟୁଥ ୱେୟାରଲେସ ହେଡ଼ଫୋନକୁ ଲଞ୍ଚ କରିଛି । ନିକଟରେ ହିଁ କମ୍ପାନୀ ତରଫରୁ କୁହାଯାଇଥିଲା କି ଆଗକୁ ଏହା ଭାରତରେ ଅଡିଓ ଡିଭାଇସର କେତେ ଗୁଡିଏ ମଡେଲ ଲଞ୍ଚ କରିବ । ଏହି ଅନୁଯାୟୀ ହିଁ Lenovo HD 116କୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା । ଏହି ୱେୟାରଲେସ ହେଡ଼ଫୋନର ଦର ଭାରତୀୟ ମୁଦ୍ରା ଅନୁସାରେ ୨,୪୯୯ ଟଙ୍କା ରହିବ ବୋଲି ଜଣାଯାଇଛି ।

lenovo new

Lenovo HD ର ସ୍ପେସିଫିକସନ:

ବିଶେଷତା ପାଇଁ ଲେନଭର ଏହି ଫୋନରେ କନେକ୍ଟିଭିଟି ପାଇଁ ବଳୁଟୁଥ ୫.୦ର ସୁବିଧା ଦିଆଯାଇଛି । ଏସବୁ ବଡ ଏଥିରେ ଡୁଆଲ ଇକ୍ୱିଲାଇଯର ମୋଡ଼, ଏକ୍ସଟ୍ରା ବାସ, ସ୍ଟାଡାର୍ଡ ମୋଡ଼ସର ସୁବିଧା ବି ମିଳିପାରିବ । ଏକ ବଟନ ସାହାଯ୍ୟରେ ଏହାର ମୋଡ ଗୁଡିକୁ ବଦଳା ଯାଇପାରିବ । କମ୍ପାନୀ ତରଫରୁ ଦାବି କରାଯାଇଛିକି ଥରେ ଚାର୍ଜ ହେଲେ ଏହାର ବ୍ୟାଟେରୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ । କଳିଙ୍ଗ ପାଇଁ ଏଥିରେ ମାଇକ୍ରୋଫୋନର ସୁବିଧା ବି ଦିଆଯାଇଛି ।

କହି ରଖିବା ଉଚିତ ହେବକି କମ୍ପାନୀ ବୁଧବାର ଦିନ ହିଁ ଭାରତରେ HT 10 pro ୱେୟାରଲେସ ଇୟରବଡ଼ସକୁ ଲଂଚିଙ୍ଗ କରିବା ନେଇ ଘୋଷଣା କରିଥିଲା । କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି ଏହାର ଦର ୪,୪୯୯ ଟଙ୍କା ରହିବ । ଏହି ଡିଭାଇସ ଟିର ବ୍ୟାଟେରୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଵ୍ୟାକପ ଦେଇପାରିବ । ଏହିଥିରେ କମ୍ପାନୀ ତରଫରୁ ୫.୦ ବଳୁଟୁଥ ବ୍ୟବସ୍ଥା ବି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.