TV ଦେଖିବା ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ…! DD Free Dish ସହିତ ମାଗଣାରେ ଦେଖନ୍ତୁ ୧୦୦ରୁ ଅଧିକ ଚ୍ୟାନେଲ

କ’ଣ ଆପଣ ବିନା ଟଙ୍କାଟିଏ ଖର୍ଚ୍ଚ କରି ମାଗଣାରେ ଟିଭି ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି? ହଁ, ଏହା ସମ୍ଭବ। ଏଥିପାଇଁ ଆପଣଙ୍କୁ DD Free Dish ସର୍ଭିସ୍‌ର ଫାଇଦା ନେବାକୁ ହେବ। DD Free Dish ସହିତ ଆପଣଙ୍କୁ କୌଣସି ବି ମାସିକ ସବ୍ସକ୍ରିପ୍‌ସନ ପେ’ କରିବାକୁ ପଡ଼ିବ ନାହିଁ। DD Free Dishରୁ ଆପଣ ୧୦୦ରୁ ଅଧିକ ଚ୍ୟାନେଲ ମାଗଣାରେ ଦେଖି ପାରିବେ। ଯଦିଓ DD Free Dish କିଣିବା ପାଇଁ ଆପଣଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। ଆପଣଙ୍କୁ ଏହାର ସେଟ୍‌-ଟପ୍‌ ବକ୍ସ ଏବଂ ଏକ୍ସେସରିଜ୍‌ କିଣିବାକୁ ହେବ, ଯାହାକୁ ଆପଣ ଇନ୍‌ଷ୍ଟଲ୍‌ଡ କରାଇବାକୁ ପଡ଼ିବ। ଏହାପରେ ଆପଣ ୧୦୦ରୁ ଅଧିକ ଟିଭି ଚ୍ୟାନେଲ ମାଗଣାରେ ଦେଖି ପାରିବେ।

DD Free Dishକୁ ଆପଣ ଅନଲାଇନ କିମ୍ବା ଅଫ୍‌ଲାଇନ କିଣି ପାରିବେ। ଏହି ସର୍ଭିସ୍‌କୁ ପବ୍ଲିକ ସର୍ଭିସ୍‌ ବ୍ରଡ୍‌କାଷ୍ଟର ପ୍ରସାର ଭାରତୀ ପରିଚାଳନା କରିଥାଏ। ଏହାକୁ ୩୩ ଫ୍ରି ଚ୍ୟାନେଲ ସହିତ ଆରମ୍ଭ କରାଯାଇଥିଲା, କିନ୍ତୁ ଏବେ ଏଥିରେ ୧୦୦ରୁ ଅଧିକ ଚ୍ୟାନେଲ ମିଳୁଛି। ତେବେ DD Free Dish ସହିତ ଆପଣ କେଉଁ ସବୁ ଚ୍ୟାନେଲ ମାଗଣାରେ ଦେଖି ପାରିବେ, ଏହାର କିଛି ତାଲିକା ଦେଖି ନିଅନ୍ତୁ…

DD News 1
DD National 2
DD Retro 3
DD Kisan 4
DD India 5
Sun Marathi 6
Showbox 7
DD Girnar 8
Ishara TV 9

ABZY Movies 10
Vedic 11
B4U Movies 12
Good News Today 13
B4U Bhojpuri 14
Dhinchaak 15
Big Ganga 16
Goldmines Bhojpuri 17
Manoranjan Prime 18

Manoranjan Grand 19
Shemaroo Marathibana 20
DD Podhigai 21
DD Punjabi 22
DD Sahyadri 23
Fakt Marathi 24
MyCam 25
Sansad TV 26
Sansad TV 27

Shemaroo TV 28
Dangal 29
Bhojpuri Cinema 30
Sea Bishops 31
ABZY Cool 32
Dhinchaak 2 33
The Q 34
Colors Cineplex Bollywood 35
Goldmines No. 36

Bury 10 37
Rishtey Cineplex 38
Movie Plus 39
Manoranjan Movie 40
Big Magic 41
B4U Kadak 42
Manoranjan TV 43
TV9 Bharatvarsh 44
Aastha 45

Filamchi Bhojpuri 46
Zing 47
Zee Anmol Cinema 48
NDTV India 49
Azad 50
Enterr- 10 Movies 51
Goldmines Movies 52
Popcorn Movies 53

Sanskar TV 54
Star Utsav Movies 55
News 18 India 56
9XM 57
Sony Wah 58
Zee Hindustan 59
India News 60
MTV Beats 61
You know me 62
B4U Music 63

India TV 64
News Nation 65
Times Now Navbharat 66
Republic Bharat 67
Aaj Tak 68
ABP News 69
Sea News 70
Zee Chitramandir 71
Zee Punjabi 72

ଯଦିଓ ଅନେକ ବାର ଚ୍ୟାନେଲ ନମ୍ବର ଏବଂ ଚ୍ୟାନେଲ ତାଲିକାରେ ବି ପରିବର୍ତ୍ତନ କରାଯାଇଥାଏ। ଏହି କାରଣରୁ ଅନେକ ଚ୍ୟାନେଲ ନମ୍ବର ଭିନ୍ନ ହୋଇପାରେ। DD Free Dish ସହିତ ଆପଣ ମାଗଣାରେ ଅନଲିମିଟେଡ୍‌ କଣ୍ଟେଟ୍‌ ଦେଖି ପାରିବେ। ଏହା ଉପରେ ଚ୍ୟାନେଲ ତାଲିକାକୁ ୭ କାଟାଗୋରୀରେ ବଣ୍ଟାଯାଇଛି। ଏଥିରେ ନ୍ୟାସନାଲ, ରିଜିଓନାଲ, ଷ୍ଟେଟ୍‌, ମନୋରଞ୍ଜନ, ହିନ୍ଦୀ ମ୍ୟୁଜିକ୍‌, ନ୍ୟୁଜ୍‌ ଭଳି କାଟାଗୋରୀ ସାମିଲ ରହିଛି। ଏଥିରେ ଆପଣଙ୍କୁ ଚ୍ୟାନେଲଗୁଡ଼ିକର ଓ୍ଵାଇଡ୍‌ ରେଞ୍ଜ୍‌ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.