ଭାରତରେ ଲଞ୍ଚ ହେଲା ଦମଦାର ଫିଚର୍ସ ଥିବା ୱାୟାରଲେସ ଇୟରଫୋନ, ରହିଛି ଜବରଦସ୍ତ କ୍ୱାଲିଟି

ଚୀନର କମ୍ପାନୀ ଆଙ୍କର ଇନୋଭେସନ Soundcore R500 ନେକବ୍ୟାଣ୍ଡ ଷ୍ଟାଇଲ ଇୟର ଫୋନକୁ ଭାରତରେ କରିଛି ଲଞ୍ଚ । କମ୍ପାନୀର କହିବା କଥା ଯେ, ଏହା ସିଙ୍ଗଲ ଚାର୍ଜରେ ଚାଲିବ ୨୦ ଘଣ୍ଟା । ଫାଷ୍ଟ ଚାର୍ଜିଂ ପାଇଁ ଏଥିରେ ୟୁଏସବି ଟାଇପ ସି –ପୋର୍ଟ ଦିଆଯାଇଛି ।

port
pc:eezepc.com

କମ୍ପାନୀ ଏହି ଇୟର ଫୋନରେ ଇମର୍ସିଭ ଏଚଡ଼ି ସାଉଣ୍ଡ ପାଇଁ ୧୦ ଏମଏମର ଡ୍ରାଇଭର ସିଷ୍ଟମ ଫ୍ଖଙ୍କ କରିଛି । ଏଥିରେ ବ୍ଲୁଟୁଥ ଭି୫ ଦିଆଯାଇଛି । ଏହାଦ୍ୱାରା ଆଣ୍ଡ୍ରଏଡ ଏବଂ ଆଇଓଏସ ସ୍ମାର୍ଟଫୋନକୁ କନେକ୍ଟ କରାଯାଇପାରିବ।

earphone
pc: hindustan

କମ୍ପାନୀ ଏହାକୁ ୪ଟି ରଙ୍ଗରେ ବାହାର କରିଛି । ବ୍ଲାକ, ବ୍ଲୁ, ରେଡ ଓ ୟେଲୋ । ଏହାକୁ ଭାରତରେ ୧୩୯୯ ଟଙ୍କାରେ ଲଞ୍ଚ କରାଯାଇଛି । ଏହାକୁ ଗ୍ରାହକ ମାନେ ଅନଲାଇନ ପ୍ଲାଟଫର୍ମ ଫ୍ଲିପକାର୍ଟରେ କିଣିପାରିବେ । ଏହାପାଇଁ କମ୍ପାନୀ ତରଫରୁ ୧୮ ମାସର ୱାରେଣ୍ଟି ଦିଆଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.