ବହୁତ ଶସ୍ତାରେ ମିଳୁଛି ଏହି ଦମଦାର ସ୍ମାର୍ଟଫୋନ, ଅଫର ଓ ଫିଚର ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅନଲାଇନ ଶପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରୁ Infinix HOT 30 5G ଫୋନକୁ ଆପଣ କିଣି ପାରିବେ । ଏହି ଫୋନରେ ଆପଣ 4GB RAM ସହିତ 128GB ଇଣ୍ଟରନାଲ ଷ୍ଟୋରେଜ୍ ପାଇବେ । ଏହା ବ୍ୟତୀତ ଏହି ଫୋନରେ ଆପଣ ଅନେକ ବ୍ୟାଙ୍କ ଅଫର ମଧ୍ୟ ପାଇପାରିବେ ।

ଯଦି ଆପଣ ଭଲ ବ୍ୟାଟେରୀ ସହିତ ଦମଦାର କ୍ୟାମେରା ଥିବା ଫୋନ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ Infinix HOT 30 5G ଫୋନକୁ ଆପଣ ଖୁବ୍‌ କମ ମୂଲ୍ୟରେ କିଣିବାର ସୁଯୋଗ ପାଇବେ । ଅନଲାଇନ ଶପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରୁ Infinix HOT 30 5G ଫୋନକୁ ଆପଣ କିଣି ପାରିବେ । ଏହି ଫୋନରେ ଆପଣ 4GB RAM ସହିତ 128GB ଇଣ୍ଟରନାଲ ଷ୍ଟୋରେଜ୍ ପାଇବେ । ଏହା ବ୍ୟତୀତ ଏହି ଫୋନରେ ଆପଣ ଅନେକ ବ୍ୟାଙ୍କ ଅଫର ମଧ୍ୟ ପାଇପାରିବେ ।

କିଛି ମାସ ପୂର୍ବରୁ Infinix HOT 30 5G ଫୋନକୁ ଭାରତରେ ଲଞ୍ଚ କରାଯାଇଥିଲା । ଦାମ ବିଷୟରେ କହିବାକୁ ଗଲେ 4GB RAM ଏବଂ 128GB ଷ୍ଟୋରେଜର ମୂଲ୍ୟ ୧୪,୯୯୯ ଟଙ୍କା । କିନ୍ତୁ ଏହି ଫୋନ ଫ୍ଲିପକାର୍ଟରେ ୧୧,୪୯୯ ଟଙ୍କାରେ ଲିଷ୍ଟ କରାଯାଇଛି । ଅଫର ବିଷୟରେ କହିବାକୁ ଗଲେ ଏହି ଫୋନରେ ଆପଣଙ୍କୁ ବମ୍ପର ଡିସକାଉଣ୍ଟ ଦିଆଯାଉଛି । ଯଦି ଆପଣଙ୍କ ପାଖରେ ICICI Bank Credit କାର୍ଡ କିମ୍ବା Kotak Bank Credit କାର୍ଡ ଥିବ ତେବେ ଆପଣଙ୍କୁ ଏହି ଫୋନରେ ୫%ର ଏକ୍ସଟ୍ରା ଡିସକାଉଣ୍ଟ ମିଳିବ ।

ଯଦି ଆପଣଙ୍କର ପୁରୁଣା ସ୍ମାର୍ଟଫୋନ ଥିବ ତେବେ ଆପଣ ଏହାକୁ ଏକ୍ସଚେଞ୍ଜ କରି ଏହି ଫୋନର ମୂଲ୍ୟକୁ ଆହୁରି କମ କରି ପାରିବେ । ଫ୍ଲିପକାର୍ଟରେ ଲିଷ୍ଟ ହୋଇଥିବା ଏହି ଫୋନରେ ୧୦,୭୫୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି । ଆର୍ଥାତ ଯଦି ଆପଣଙ୍କର ଏକ ପୁରୁଣା ଫୋନ ଅଛି ତେବେ ଆପଣ ଏହାକୁ ବଦଳାଇ ନୂଆ ଫୋନକୁ କମ ଦାମରେ କିଣି ପାରିବେ ।

Infinix Hot 30 5Gର ସ୍ପେସିଫିକେସନ :
. Infinix Hot 30 5Gରେ ୧୨୦Hz ରିଫ୍ରେସ ରେଟ ସହିତ ୬.୭୮ ଇଞ୍ଚର FHD + ଡିସପ୍ଲେ ରହିଛି ।
. Hot 30 କମ୍ପାନୀର ଲାଟେଷ୍ଟ ଅପରେଟିଂ ସଫ୍ଟେଓ୍ଵର, XOS 13ରେ ଚାଲିଥାଏ ।
. Infinix ୨ ବର୍ଷର ସୁରକ୍ଷା ପ୍ୟାଚ୍ ଏବଂ ୧ ବର୍ଷର ଆଣ୍ଡ୍ରଏଡ୍ ଅପଗ୍ରେଡ୍ ଦେଉଛି ।
Infinix Hot 30 5Gରେ 18W ଟାଇପ୍-ସି ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୬୦୦୦mAh ବ୍ୟାଟେରୀ ପ୍ୟାକ୍ ରହିଛି ।
. Infinix Hot 30 5G ରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ମିଳିଥାଏ, ଯେଉଁଥିରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି ।
. ସେଲଫି ପାଇଁ ଏଲଇଡି ଫ୍ଲାସ ସହିତ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.