iPhone SE4 ବିଷୟରେ ବଡ଼ ଖୁଲାସା, ଲଞ୍ଚ ହେବ ନୂଆ ନାମ ସହିତ ଏକ ସ୍ମାର୍ଟଫୋନ୍
Apple ର iPhone SE4 ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଅଛି । iPhone ପ୍ରେମିମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ରିପୋର୍ଟ ଅନୁଯାୟୀ, Apple ର ଅପକମିଙ୍ଗ ସ୍ମାର୍ଟଫୋନ୍ ଦମଦାର ଫିଚର୍ସ ପାଇବାକୁ ଯାଉଛି ଏବଂ ଏହା ମାର୍କେଟରେ ସବୁଠାରୁ ଶସ୍ତା iPhone ହେବ । iPhone SE4 ସମ୍ବନ୍ଧରେ…