Below header

ଗତ ବର୍ଷ ତୁଳନାରେ ୪ ପ୍ରତିଶତ ବଢିଛି ଗାଡି ବିକ୍ରି, FADA ଜାରି କଲା ସୂଚନା

ଗତ ଅକ୍ଟୋବର ମାସରେ ବଢିଛି ଗାଡି ବିକ୍ରି। ଫେଡେରେସନ୍‌ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏସନ୍‌ -FADA ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅକ୍ଟୋବର ୨୦୧୮ ତୁଳନାରେ ୪ ପ୍ରତିଶତ ଅଧିକ ନୂଆ ଗାଡି ପଂଜିକରଣ ହୋଇଥିବା FADA କହିଛି। ଗତ ଅକ୍ଟୋବର ମାସରେ ୧୭ ଲକ୍ଷ ୯ ହଜାର ୬୧୦ଟି ନୂଆ ପଞ୍ଜିକରଣ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଭାରତର ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଅଟୋମୋବାଇଲ କ୍ଷେତ୍ର। ନବରାତ୍ରୀ, ଦଶହରା ଓ ଦୀପାବଳିର ଅଫର ଯୋଗୁ ଗାଡି ବିକ୍ରି ବଢିଥିବା FADA କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.