Bill Split ଫିଚରରେ କରନ୍ତୁ ଭୁଗତାନ

ଏବେ ଆଉ କାହାର ବିଲ ପୈଠ କରିବା ଟେନସନ ହେବ ଦୂର, ୟୁପିଆଇ ର ଏହି ଫିଚର ଦେବ ବଢ଼ିଆ ସୁବିଧା

ଆପଣଙ୍କ ଠାରୁ ଟଙ୍କା ନେବା ପରେ କେହି ଏହାକୁ ଫେରାଉନାହାଁନ୍ତି କି? ଏମିତି ଅନେକ ଥର ହୁଏ ଯେଉଁ ସମୟରେ ନିଜ ସମ୍ପର୍କୀୟ ଅଥବା ସାଙ୍ଗ ଟଙ୍କା ଉଧାର ନେଇଥାନ୍ତି। କିନ୍ତୁ ଏହାକୁ ଆପଣଙ୍କୁ ଫେରାଇବାକୁ ଆଉ ଇଚ୍ଛା ବଳାଉନାହାନ୍ତି। ତେବେ ଆମେ ଆପଣଙ୍କୁ ଏକ ଏମିତି ଟ୍ରିକ କହିବୁ ଯେମିତି ଆପଣ ସେମାନଙ୍କ ଠୁ ଟଙ୍କା ଫେରସ୍ତ ପାଇପାରିବେ। ଏଭଳି ତରିକାରେ ଆପଣ ସେମାନଙ୍କଠୁ ଟଙ୍କା ଫେରସ୍ତ ପାଇପାରିବେ।

ଆପଣଙ୍କ ସ୍ମାର୍ଟଫୋନରେ ୟୁପିଆଇ, ଗୁଗଲ ପେ, ଫୋନ ପେ କିମ୍ବା ପେଟିଏମ ଆଦି ମହଜୁଦ ଥିବ। ଯେଉଁଥିରେ ବିଲ Split କରିବାର ଅପସନ ପାଇବେ। ଏହାର ସାହାଯ୍ୟରେ ଆପଣ କୌଣସି ବି ବିଲ ବା ପେମେଣ୍ଟ କୁ ଅନେକ ଭାଗରେ ବାଣ୍ଟିପାରିବେ। ଆପଣ ଏଥିରେ ନିଜ ସାଙ୍ଗକୁ ସହଜରେ ଏକ ଲିଙ୍କ ପଠାଇପାରିବେ। ତାଙ୍କୁ ଇନଭାଇଟ କରିପାରିବେ। ଏହି ତରିକାରେ ଆପଣ ନିଜ ଟଙ୍କା ତାଙ୍କଠୁ ଫେରସ୍ତ ପାଇପାରିବେ।

ଆଜି କାଲି ସମସ୍ତେ ୟୁପିଆଇ ପେମେଣ୍ଟ ବ୍ୟବହାର କରୁଛନ୍ତି। ଏଥିରେ apps bill split ଅପସନ ପାଇବେ। ଏହି ଫିଚର ସାହ ।ଯ୍ୟରେ ଆପଣ କାହାକୁ ବି ଏହାର ପେମେଣ୍ଟ ପାଇଁ ଲିଙ୍କ ପଠାଇପାରିବେ। ଯାହାଦ୍ୱାରା ସେମାନେ ନିଜ ନିଜ ବିଲ ନିଜେ ପୈଠ କରିବେ। ଆପଣ ଏକା ଏସବୁ ପେମେଣ୍ଟ ଦେବାର କିଛି ଆବଶ୍ୟକତା ନାହିଁ। ଏମିିତିରେ ସେମାନେ ଏହାର ବିଲ ପୈଠ କରିପାରିବେ। ଆପଣ ଖୁବ ସହଜରେ ଏହି ବିଲ କୁ ସେୟାର କରିପାରିବେ। ଏହି ଆପ୍‌ ଭୁଗତାନ କରିବାକୁ ଥିବା ବ୍ୟକ୍ତିଙ୍କ ୁ ଏଥିପାଇଁ ଇନଭାଇଟ କରିବ। ଏମିତିରେ ଆପଣ ସହଜରେ ଅନ୍ୟ ଜଣକ ବିଲକୁ ପୈଠ କରିବାର ଶୀଘ୍ର ତରିକା ପାଇଯିବେ।

ଯଦି ଆପଣ ଗୁଗଲ ପେ, ଫୋନ ପେ କିମ୍ବା ପେଟିଏମ ଭଳି ଅନଲାଇନ ପେମେଣ୍ଟ ଆପ୍‌ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଫିଚର ର ବ୍ୟବହାର କରିପାରିବେ। ଏହାର ଉପଯୋଗ କରିପାରିବେ। ଏବେ ଗୁଗଲ ପେ ରେ bill split କରିବାର ପୁରା ତରିକା ବିଷୟରେ ଜାଣନ୍ତୁ :

-ଗୁଗଲ ପେରେ ବିଲ ସ୍ପିଲଟ କରିବା ପାଇଁ ସର୍ବପ୍ରଥମେ ଆପଣ ନିଜ ସ୍ମାର୍ଟଫୋନରେ ଗୁଗଲ ପେ ଆପ୍‌ ଖୋଲନ୍ତୁ।
-ଆପ୍‌ ର ମେନ ସ୍କ୍ରିନରେ ଆପଣ ଭୁଗତାନ ବା ପେମେଣ୍ଟ ଅପସନ ପାଇବେ।
-ବିଲ ର ରାଶିକୁ ଏଣ୍ଟର କରନ୍ତୁ।
-ଆପଣ ସେହି କଣ୍ଟାକ୍ଟ କୁ ଚୁଜ କରନ୍ତୁ ଯାହାକୁ ଆପଣ ଏହି ବିଲ ଦେବାକୁ ଚାହୁଁଛନ୍ତି। ଏଥିପାଇଁ bill split ଅପସନକୁ ଚୁଜ କରନ୍ତୁ।
– ଏମିିତିରେ ଆପଣ ଗ୍ରୁପ ବନାଇପାରିବେ।
-ଗ୍ରୁପରେ ଆପଣ ଏହି bill split କୁ ପଠାଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.