Below header

ଆପଣଙ୍କ ହ୍ଵାଟସଅପ୍ ପ୍ରୋଫାଇଲ୍ ଆଜି କିଏ ଚେକ୍ କରିଛନ୍ତି ଏହି ଟ୍ରିକ୍ ସାହାଯ୍ୟରେ ଜାଣନ୍ତୁ

ମ୍ୟାସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟସଅପ୍ ଦୁନିଆରେ ବହୁତ ଲୋକପ୍ରିୟ ଆପ୍ ହୋଇଥିବାବେଳେ ଏବଂ କୋଟି ୋକଟି ୟୁଜର୍ସ ଏଥିରେ ପ୍ରାୟ ପ୍ରତ୍ୟେକଦିନ ଚାଟିଂ ଏବଂ ମେସେଜ୍ କରୁଛନ୍ତି। ଏହି ପ୍ଲାଟଫର୍ମ ସହିତ ଅନେକ ଦେଶରେ ସବୁ ବୟସର ଏବଂ ସବୁ ଯାଗାର ଲୋକ ଯୋଡି ହେଉଛନ୍ତି। ଏଥିରେ ୟୁଜର୍ସ କାହାକୁ ମେସେଜ୍ ନ କଲେ ବି ନମ୍ବର ସେଭ ହେଲେ ଅନ୍ୟ ଜଣଙ୍କ ପ୍ରୋଫାଇଲ୍ ନିଶ୍ଚୟ ଦେଖିପାରିବେ। ଏକ ବଡ ପ୍ରଶ୍ନ ଏୟା ଯେ ‘ଆପଣ କେମିତି ଜାଣିବେ ଆପଣଙ୍କ ହ୍ଵାଟସଅପ୍ ପ୍ରୋଫାଇଲ କିଏ ଦେଖିଛନ୍ତି ନା ନାହିଁ। କାରଣ ଆପର ପ୍ରାଇଭେସି ପଲିସି ବ୍ୟତୀତ ସିଧା ଅପସନ ନାହିଁ।

ଆଗକୁ ହ୍ଵାଟସଅପରେ ଏହି ଅପସନ କେବେ ଦେଖିଯାଇପାରିଲେ ବ ଏହାକୁ ପତ୍ତା ଲଗାଇବା ପାଇଁ ଏମିତି ଗୋଟିଏ ଉପାୟ ଅଛି। ହ୍ଵାଟସଅପରେ ଆପଣଙ୍କ ପ୍ରୋଫାଇଲ କେଉଁମାନେ ଦେଖିଛନ୍ତି, ଏହାର ଡିଟେଲସ ଜାଣିବା ପାଇଁ ଥାର୍ଡ ପାର୍ଟି ଆପର ସାହାଯ୍ୟ ନେଇପାରିବେ। ଏହି ଆପ୍ ହେଉଛି ‘Whatsapp-Who Viewed Me?’। ଏହି ଆଣ୍ଡ୍ରଏଡ୍ ଆପ୍ ସାହାଯ୍ୟରେ ସହଜରେ ଆପଣ ଜାଣିପାରବେ ଯେ କେଉଁ କଣ୍ଟାକଟସ୍  ଆପଣଙ୍କ ପ୍ରୋଫାଇଲ ଚେକ୍ କରିଛନ୍ତି।

whatsappଏମିତି କରନ୍ତୁ ଏହି ଆପ୍‌

ଏହି ଆପ୍ ଆପଣଙ୍କୁ ପ୍ଲେ ଷ୍ଟୋରରୁ ମିଳିବ ନାହିଁ ବରଂ ଏହି ଆପର ଏପିକେ ଫାଇଲ ଡାଉନଲୋଡ କରି ଏହାକୁ ଇନଷ୍ଟଲ କରିବାକୁ ହେବ। ସର୍ବପ୍ରଥମେ ସ୍ମାର୍ଟଫୋନର କୌଣସି ବ୍ରାଉଜର ଉପରେ ଆପର ନାମ ସର୍ଚ୍ଚ କରନ୍ତୁ ଏବଂ ଏହାର ଏପିକେ ଫାଇଲ ଡାଉନଲୋଡ୍ କରି ଆପଣ ଇନଷ୍ଟଲ କରନ୍ତୁ। ଏବେ ଆପଣଙ୍କ ସ୍କ୍ରୀନ ଉପରେ ଦେଖାଯାଉଥିବା ସ୍କାନ ବଟନ ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ। ଏହାପରେ ଆପ୍ ଆପେ ଆପେ ହ୍ଵାଟସଅପ୍ କଣ୍ଟାକଟସକୁ ସ୍କାନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.