Below header

ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ଆସନ ପାଇଁ ରଣାଙ୍ଗନକୁ ଓହ୍ଲାଇଛନ୍ତି ଓଡ଼ିଆ ପୁଅ ଅନିଲ ରାପାର୍ତ୍ତି

କେନ୍ୟୁଜ୍ : କର୍ଣ୍ଣାଟକ ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ଆସନ ପାଇଁ ରଣାଙ୍ଗନକୁ ଓହ୍ଲାଇଛନ୍ତି ଓଡ଼ିଆ ପୁଅ ଅନିଲ ରାପାର୍ତ୍ତି । ଅନିଲଙ୍କ ଘର କୋରାପୁଟ ଜିଲ୍ଲା ଜୟପୁରର ବେଳରୋଡ ଅଞ୍ଚଳରେ । ସେ ବେଙ୍ଗାଲୁରୁ ସେଣ୍ଟ୍ରାଲ ସଂସଦୀୟ ମୈଦାନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ । ଏନେଇ ଅନିଲଙ୍କ ସହ ଆଲୋଚନା କରିଛନ୍ତି ବେଙ୍ଗାଲୁରୁ ରିପୋର୍ଟର ଗୋବିନ୍ଦ ବାରିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.