Below header

୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି , ପାଟକୁରାରୁ ଲଢିବେ ବିଜୟ ମହାପାତ୍ର

ଭୁବନେଶ୍ୱର(କେ ନ୍ୟୁଜ୍‌) : ଓଡ଼ିଶାର ୩ଟି ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

ଓଡ଼ିଶାର ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି :

ମୟୂରଭଞ୍ଜ- ଇଞ୍ଜିନିୟର ବିଶେଶ୍ୱର ଡୁଟୁ

ଭଦ୍ରକ- ଅଭିମନ୍ୟୁ ସେଠୀ

ଯାଜପୁର- ଅମୀୟ ମଲ୍ଲିକଙ୍କୁ

ସେହିପରି ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

ଆସନ୍ତୁ ନଜର ପକାିବା କିଏ ଲଢିବେ କେଉଁଠୁ :

ଆନନ୍ଦପୁର– ଆଲୋକ ସେଠୀ
ରାଇରଙ୍ଗପୁର– ନବ ଚରଣ ମାଝୀ
ମୋରଡା– କୃଷ୍ଣଚନ୍ଦ୍ର ମହାପାତ୍ର
ନୀଳଗିରି- ସୁକାନ୍ତ ନାୟକ
ଆଠମଲ୍ଲିକ- ଭାଗୀରଥି ପ୍ରଧାନ
ବାଙ୍କୀ- ସୁଧାଂଶୁ ଶେଖର ପାଢୀ
ଆଠଗଡ଼- ବିଜେନ୍ଦ୍ର ରାୟ
ପାଟକୁରା- ବିଜୟ ମହାପାତ୍ର
ମହାକାଳପଡ଼ା- ବିଜୟ ପ୍ରଧାନ
ପୁରୀ- ଜୟନ୍ତ ଷଡଙ୍ଗୀ
ଭୁବନେଶ୍ୱର ଉତ୍ତର- ଅପରାଜିତା ମହାନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.