ଆରମ୍ଭ ହେଲା ଆଇ ସ୍ପିକ୍ ଫର ନବୀନ କ୍ୟାମ୍ପେନ

ଭୁବନେଶ୍ବର (କେନ୍ୟୁଜ୍) : ଆରମ୍ଭ ହେଲା ଆଇ ସ୍ପିକ୍ ଫର ନବୀନ କ୍ୟାମ୍ପେନ । ରାଜ୍ୟ ବିଜେଡି କାର୍ଯ୍ୟାଳୟରୁ ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ଡକ୍ଟର ଅମର ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସାରା ଏକ ଗାଡ଼ି ବୁଲି ଦଳର କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଅବଗତ କରାଇବ । ଏହି ଅବସରରେ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.