ଏବେ ନିର୍ବାଚନ ଦୌଡ଼ରେ ସାମିଲ ହେଲେ ଜିତେନ୍ଦ୍ର ହରିପାଲ୍

ଭୁବନେଶ୍ବର(କେନ୍ୟୁଜ୍) : ନିର୍ବାଚନ ଲଢିବେ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ । ଆସନ୍ତା ୪ଦିନ ମଧ୍ୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ । ନିର୍ବାଚନ ଲଢିବା ନେଇ ସେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେଇଛନ୍ତି । ତେବେ ସମ୍ବଲପୁର ଲୋକସଭା କିମ୍ବା ବିଧାନସଭା ଆସନରେ ନିର୍ବାଚନ ଲଢିବେ ସେ ନେଇ ସେ ସ୍ପଷ୍ଟ କରିନାହାନ୍ତି । ରଙ୍ଗବତୀ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଛନ୍ତି ଜିତେନ୍ଦ୍ର ହରିପାଲ ।

Leave A Reply

Your email address will not be published.