ଧର୍ମଶାଳା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଣବ ବଳବନ୍ତରାୟ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଧର୍ମଶାଳାରୁ ନିଜର ସମର୍ଥକ ଓ କର୍ମୀମାନଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଯାଜପୁର ଜିଲ୍ଲାପାଳ ଅଫିସରେ ପହଂଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରଣବ ବର୍ତ୍ତମାନ ଧର୍ମଶାଳାର ବିଧାୟକ ଅଛନ୍ତି । ବିଜେଡିର ବରିଷ୍ଠ ନେତା ସ୍ୱର୍ଗତ କଳ୍ପତରୁ ଦାସଙ୍କ ପୁଅ ହେଉଛନ୍ତି ପ୍ରଣବ ବଳବନ୍ତରାୟ ।

 

Leave A Reply

Your email address will not be published.