ବ୍ରହ୍ମପୁର : ମହିଳାଙ୍କୁ ହ୍ୱାଟ୍ସଆପରେ ଅଶ୍ମୀଳ ଫଟୋ ପଠାଇ ଯୁବକ ଗିରଫ

ବ୍ରହ୍ମପୁର : ମହଙ୍ଗା ପଢିଲା ମହିଳାଙ୍କୁ ଅଶ୍ଳୀଳ ଫଟୋ ପଠାଇବା । ହ୍ୱାଟ୍ସଆପରେ ଅଶ୍ଳୀଳ ଫଟୋ ପଠାଇ ଗିରଫ ହୋଇଛନ୍ତି ବିଜିପୁର କେନାଲ ସାହିର ନିରଞ୍ଜନ ବେହେରା । ଗିରଫ କରିବା ପରେ ନିରଞ୍ଜନକୁ କୋର୍ଟ ଚାଲାଣ କରିଛି ପୋଲିସ୍ । ଅଭିଯୁକ୍ତ ନିରଞ୍ଜନ ଅନ୍ୟ ନାମରେ ସିମ କାର୍ଡ ଆଣି ଏଭଳି ଅଶ୍ମୀଳ ଫଟୋ ପଠାଉଥିଲା ।

Leave A Reply

Your email address will not be published.