Below header

ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ ରେକର୍ଡ

କେନ୍ୟୁଜ୍ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ୧୮ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂଚନା ଦେଇଛି। କନ୍ଧମାଳରେ ୧୬ ପ୍ରତିଶତ, ବରଗଡ଼ରେ ୨୦ ପ୍ରତିଶତ, ସୁନ୍ଦରଗଡ଼ରେ ୧୮ ପ୍ରତିଶତ, ଆସିକାରେ ୨୦ ପ୍ରତିଶତ ଓ ବଲାଙ୍ଗୀରରେ ୧୫ ପ୍ରତିଶତ ମତଦାନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.