Below header
Browsing Tag

second phase election

ଦ୍ବିତୀୟ ପର୍ଯ୍ୟାୟ ମତଦାନ: ସକାଳ ୯ଟା ସୁଦ୍ଧା ଭୋଟ୍ ହାର ୬.୯୯ ପ୍ରତିଶତ, ଭଟଲୀରେ ସର୍ବାଧିକ ସର୍ବାଧିକ ଭୋଟିଂ

ଭୁବନେଶ୍ୱର (କେନ୍ୟୁଜ): ଭୋଟ ଦେଉଛି ଓଡ଼ିଶା ।  ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ।  ସକାଳ ୯ ଟା ସୁଦ୍ଧା ହାରାହାରି ମତଦାନ ରହିଛି ୬.୯୯ ପ୍ରତିଶତ ।  ବରଗଡ଼ ଭଟଲୀରେ ସର୍ବାଧିକ ୧୧.୪୮ ପ୍ରତିଶତ ଭୋଟିଂ ହୋଇଛି ।  ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨%…

ଆଜି ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ପଡ଼ିବ ଭୋଟ୍

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଆଜି ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ହେଉଛି ଭୋଟିଂ। ଆସିକା ଓ କନ୍ଧମାଳ ସହ ପଶ୍ଚିମରେ ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନ ଗୁଡ଼ିକରେ…

ଦିନକ ପରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଥମିବ ପ୍ରଚାର ।  ଦିନକ ପରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ।  ପଶ୍ଚିମ ଓଡ଼ିଶାର ୩ଟି ପ୍ରମୁଖ ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ ଏହା ଅନ୍ତର୍ଗତ୨୧ ବିଧାନସଭା ଆସନ ପାଇଁ…

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ୬୨ଲକ୍ଷ ୧୦ହଜାର ଭୋଟର ସାବ୍ୟସ୍ତ କରିବେ ନିଜ ମତ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ନିର୍ବାଚନ ହେବ। ମୋଟ ୧୫ଶହ ୧୪ପଞ୍ଚାୟତରେ ୨୦ହଜାର ୪୩୬ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୬୨ଲକ୍ଷ ୧୦ହଜାର…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀ : ଗଣତନ୍ତ୍ରର ମହାପର୍ବ ପାଇଁ ମହିଳା ଭୋଟରଙ୍କ…

ଭୁବନେଶ୍ବର : ଗଣତନ୍ତ୍ରର ମହାପର୍ବ ପାଇଁ ବିଭିନ୍ନ ବୁଥରେ ଲାଗିଥିଲା ଲମ୍ବାଲାଇନ । ଉତ୍ସାହର ସହ ମତଦାନ କରିଛନ୍ତି ନେତା, କର୍ମୀ ଓ ଭୋଟର ସଭିଏଁ । ଭୋଟ୍‌ ଦେବା ପାଇଁ ଭୁବନେଶ୍ୱର ଏରୋଡ୍ରମ କଲୋନୀ ବୁଥ୍‌ ନମ୍ବର ୧୧୨ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ପାଳି ପଡ଼ିବା ଯାଏ ଲାଇନ୍‌ରେ ଅପେକ୍ଷା…

ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ୭୨ % : ବରଗଡ଼ରେ ସର୍ବାଧିକ ୭୭.୫୭, ଆସିକାରେ ସର୍ବନିମ୍ନ ୬୬.୩୦ % ଭୋଟିଂ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟରେ ଥିଲା ୭୩ ପ୍ରତିଶତ ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୭୨ ପ୍ରତିଶତ ଭୋଟିଂ ହୋଇଛି । ଏକ ପ୍ରତିଶତ କମିଛି। ସବୁଠାରୁ ଅଧିକ ମତଦାନ ହୋଇଛି ବରଗଡ଼ରେ। ମତଦାନହାର ରହିଛି ୭୭.୫୭ ପ୍ରତିଶତ । ବଲାଙ୍ଗିରରେ ୭୨.୪୨, କନ୍ଧମାଳ ୭୨.୮୮, ସୁନ୍ଦରଗଡ଼ରେ ୭୧.୪୪, ଓ…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌, ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ପଡ଼ିଲା…

ଭୁବନେଶ୍ବର : ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଭୋଟିଂ ସରିଲା । ଶାନ୍ତିପୂର୍ଣ୍ଣ ଭାବେ ସରିଛି ମତଦାନ। କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। ଗତକାଲିର ମାଓ ହିଂସା ପରେ ଆଜି ଅଧିକ ସଜାଗ ଥିଲେ ନିର୍ବାଚନ ଅଧିକାରୀ। ୧୩ଟି ବିଧାନସଭା କ୍ଷେତ୍ରରେ ଆଜି ମତଦାନ…

ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ ରେକର୍ଡ

କେନ୍ୟୁଜ୍ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ୧୮ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂଚନା ଦେଇଛି। କନ୍ଧମାଳରେ ୧୬ ପ୍ରତିଶତ, ବରଗଡ଼ରେ ୨୦ ପ୍ରତିଶତ, ସୁନ୍ଦରଗଡ଼ରେ ୧୮ ପ୍ରତିଶତ, ଆସିକାରେ ୨୦ ପ୍ରତିଶତ ଓ ବଲାଙ୍ଗୀରରେ ୧୫…

ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୯୫ଟି ଆସନରେ ଚାଲିଛି ମତଦାନ , ୧୬୪୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

କେନ୍ୟୁଜ୍ : ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ଆସନରେ ଆରମ୍ଭ ହୋଇଛି ମତଦାନ । ପୂର୍ବରୁ ୯୭ଟି ଲୋକସଭା ଆସନରେ ନିର୍ବାଚନ ପାଇଁ ସ୍ଥିର ହୋଇଥିବା ବେଳେ ତାମିଲନାଡୁର ଭେଲୋର ଆସନରେ ଟଙ୍କା ବଦଳରେ ଭୋଟ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି ।…

ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟୟ ଭୋଟିଂ : ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ନିଆଯିବ ଭୋଟ୍

ରାତି ପାହିଲେ ଦ୍ୱିତୀୟ ପର‌୍ୟ୍ୟାୟ ଭୋଟିଂ। ରାଜନୈତି ଦଳଙ୍କ ପାଇଁ ଦ୍ୱିତୀୟ ଟେଷ୍ଟ। ମୈଦାନରେ ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ମୋଟ ୨୭୯ ଜଣ ପ୍ରାର୍ଥୀ। ୨୦୧୪ରେ ୫ଟି ଲୋକସଭାରୁ ୪ଟି ବିଜେଡି ଜିତିଥିବା ବେଳେ ଗୋଟିଏ ଥିଲା ବିଜେପି ହାତରେ। ସେହିପରି ୩୫ଟି ବିଧାନସଭା କ୍ଷେତ୍ରରୁ ୨୩ଟି ଥିଲା…

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ , କଡ଼ା ସୁରକ୍ଷା ମଧ୍ୟରେ ମତଦାନ କେନ୍ଦ୍ରକୁ ଯାଉଛନ୍ତି ପୋଲିଂ ପାର୍ଟି

କେନ୍ୟୁଜ୍ : ସରିଲା ପ୍ରଚାର, ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ଟି ଲୋକସଭା ଆସନ ଓ ୩୫ବିଧାନସଭା ଆସନ ପାଇଁ ହେବ ଭୋଟିଂ । ୫ ସଂସଦୀୟ କ୍ଷେତ୍ର ପାଇଁ ମଇଦାନରେ ଅଛନ୍ତି ୩୫ ସାଂସଦ ପ୍ରାର୍ଥୀ। ସେହିପରି ୩୫ ଟି ବିଧାନସଭା ଆସନ ପାଇଁ ଓ ୨୪୪ ବିଧାୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା…

ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଭୋଟ୍‌, ଲଢୁଛନ୍ତି ବହୁ ହେଭିୱେଟ୍

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଲଢୁଛନ୍ତି ବହୁ ହେଭିୱେଟ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୦୦ ମସିହାରୁ ହିଞ୍ଜିଳି ଆସନରୁ ନବୀନ ଲଗାତାର ବିଜୟ ବାନା ଉଡ଼ାଇ ଚାଲିଛନ୍ତି । ଏଥର ପ୍ରଥମ ଥର ପାଇଁ…