Below header

ଗୁରୁଦାସପୁରରୁ ନିର୍ବାଚନ ଲଢିବେ ସନ୍ନି ଦେଓଲ

ଚଳିତ ଲୋକସଭା ନିର୍ବାଚନ ପାଇଁ ୨୬ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଆଉ ଏହି ତାଲିକାରେ ସାମିଲ୍ ଅଛି ସନ୍ନି ଦେଓଲଙ୍କ ନାଁ । ଅଭିନେତାରୁ ନେତା ପାଲଟିଥିବା ସନ୍ନି ଗୁରୁଦାସପୁରରୁ ଲଢିବେ ନିର୍ବାଚନ ।

ସୂଚନାଯୋଗ୍ୟ ଆଜି ବିଜେପିରେ ସାମିଲ୍ ହୋଇଥିଲେ ସନ୍ନି ଦେଓଲ୍ । ଦଳରେ ସାମିଲ ହେବା ପରେ ସନ୍ନି ଦେଓଲ କହିଥିଲେ ଯେ, ବିଜେପିରେ ସାମିଲ ହେବା ପରେ ସନ୍ନି ଦେଓଲ କହିଛନ୍ତି ମୋ ବାପା ଧର୍ମେନ୍ଦ୍ର ବିଜେପି ପରିବାର ଓ ଅଟଳ ବିହାରୀ ବାଜପେୟୀଙ୍କ ସହ ଯୋଡି ହୋଇଥିଲେ। ଏବେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ହୋଇ ରହିବାକୁ ଚାହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.