କିଙ୍ଗ୍‌ କୋବ୍ରା ଠାରୁ ବି ଅଧିକ ଦାମୀ ବିଛା ବିଷ, ଏହା ଆପଣଙ୍କୁ କରାଇପାରିବ କୋଟିପତି

ଦୁନିଆରେ ସବୁ ଜିନିଷ ବହୁତ ମହଙ୍ଗା। ଏଠାରେ ବିଷର ଦାମ ବହୁତ ଅଧିକ। ବିଷ ଲୋକଙ୍କର ଜୀବନକୁ ମଧ୍ୟ ନେଇଯାଇଥାଏ ଏହା ମଣିଷକୁ ମରଣ ମୁହଁକୁ ଠେଲି ଦେଇଥାଏ। ଅନେକ ସାପ ବିଷର ଦାମ ବହୁତ ମହଙ୍ଗା। ଏସବୁ ଭିତରେ କିଙ୍ଗ୍‌ କୋବ୍ରା ଭଳି ଭୟଙ୍କର ସାପର ବିଷ ସବଠାରୁ ଅଧିକ ଦାମରେ ବିକ୍ରି କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜୀବ ବିଷୟରେ ଜଣାଇବୁ ଯାହାର ବିଷ କୋବ୍ରା ଠାରୁ ବି ଅଧିକ ଦାମ। ତାହାର ନାମ ହେଉଛି ବିଛା।

King Cobraବିଛା କାମୁଡିବାରେ ମୃତ୍ୟୁ ଭାରତରେ ଅଧିକ ଦେଖିବାକୁ ମିଳିଥାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଏହି ଖତରନାକ ଜୀବର ବିଷ କେବେ ଦାମୀ। ଆନ୍ତର୍ଜାତୀୟ ମାର୍କେଟରେ ଏହାର ଦାମ ବହୁତ ଅଧିକ। ଏହାର ବିଷକୁ ବିକ୍ରି କଲେ ଆପଣ କରୋଡପତି ହୋଇପାରିବେ।

ବିଛାର ଗୋଟିଏ ଲିଟର ବିଷର ଦାମ ୭୫ କୋଟି ସାଢ଼େ ୮୬ ଲକ୍ଷ ଟଙ୍କା। ସେହିପରି କୋବ୍ରାର ଗୋଟେ ଲିଟର ବିଷର ଦାମ ପ୍ରାୟ ୩୦ କୋଟି ୨୪.୫ ଲକ୍ଷ ଟଙ୍କା। ମେଡିକାଲ ସାଇନ୍ସ ଅନୁଯାୟୀ ନାମକ ଔଷଧ ପାଇଁ ନୀଳ ରଙ୍ଗର ବିଛା ବିଷର ପ୍ରୟୋଗ କରାଯାଏ। କ୍ୟୁବାରେ ଏହି ଔଷଧର ବ୍ୟବହାର କ୍ୟାନସର ଚିକିତ୍ସା ପାଇଁ କରାଯାଇଥାଏ।

Leave A Reply

Your email address will not be published.