ଲଗାଣ ବର୍ଷାରେ ବୁଡ଼ିଲା ଶ୍ରୀକ୍ଷେତ୍ର ପୁରୀ, ବଡଦାଣ୍ଡରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି

ପୁରୀ(କେନ୍ୟୁଜ୍): ଲଗାଣ ବର୍ଷାରେ ବୁଡ଼ିଲା ଶ୍ରୀକ୍ଷେତ୍ର ପୁରୀ । ଅଶାନ୍ତ ହୋଇପଡିଛି ସମୁଦ୍ର। ଯୁଆଡେ ଚାହିଁବ ପାଣି ଆଉ ପାଣି। ବଡଦାଣ୍ଡରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। ମେଡିକାଲ ଛକରେ ବି ପାଣି ଜମି ରହିଥିଲା । ରାସ୍ତା କଡ଼ରେ ଥିବା ଦୋକାନ ଘର ମାନଙ୍କରେ ପାଣି ପଶିଯାଇଛି। ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ଉପରେ ବିଶେଷ ପ୍ରଭାବ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.