ପରମ୍ପରାକୁ ସମ୍ମାନ ଜଣାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ, ଗୋବର୍ଦ୍ଧନ ପୂଜା ବେଳେ ଚାବୁକରେ ମାଡ ଖାଇଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ

କେନ୍ୟୁଜ୍(ବ୍ୟୁରୋ):  ପରମ୍ପରାକୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ । ଛତିଶଗଡ ଜଂଜଗିରି ଗାଁରେ ଗୋବର୍ଦ୍ଧନ ପୂଜା ବେଳେ ଚାବୁକରେ ମାଡ ଖାଇଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଗୌରାଗୌରୀ ପୂଜା ବେଳେ ପ୍ରତ୍ୟକ ଭକ୍ତ ଚାବୁକରେ ମାଡ ଖାଇ କଷ୍ଟ ଅନୁଭବ ହେଲେ ସବୁ ପାପ ଧୋଇଯାଇଥାଏ ବୋଲି ବିଶ୍ୱାସ ରହିଛି । ଆଜିର ପୂଜା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମନ୍ଦିରରେ ସାଧାରଣ ଭକ୍ତଙ୍କ ଭଳି ପୂଜାରୀଙ୍କ ଠାରୁ ଚାବୁକ ମାଡ ଖାଇ କଷ୍ଟ ଅନୁଭବ କରିବା ସହ ପାପ ଧୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.