ରାତିରେ କାହିଁକି ବାହାରିଥାଏ କିନ୍ନରଙ୍କ ମୃତଦେହ : ଜାଣନ୍ତି କି ଏହାର ରହସ୍ଯ ?
କିନ୍ନରଙ୍କ ବିଷୟରେ ତ ଆମେ ସମସ୍ତେ ଜାଣିଛେ । କିନ୍ତୁ ଏମିତି ଅନେକ କଥା ଅଛି ଯାହା ଏବେ ବି ଆମ ପାଇଁ ରହସ୍ଯ । ଏମାନଙ୍କ ଜୀବନର କାହାଣୀ ଆମ ସହ ସମାନ ହୋଇନଥାଏ । ଏମାନଙ୍କର ଜୀବନ ଯିଇଁବାର ତରିକା ଓ ରହଣୀ ସହଣୀ ମଧ୍ୟ ସମ୍ପୁର୍ଣ୍ଣ ଅଲଗା ହୋଇଥାଏ । ଏହି ଲୋକ ମାନଙ୍କର ଅଲଗା ସମାଜ…