କୁଆଁରମୁଣ୍ଡା ଡକାୟତି ଘଟଣାରେ ୨ ଗିରଫ, ୨ଟି ପିସ୍ତଲ, ୩ଟି ଗୁଳି ଓ ୪ ଲକ୍ଷ ୧୦ ହଜାର ଟଙ୍କା ଜବତ

କୁଆଁରମୁଣ୍ଡା ଡକାୟତି ଘଟଣାରେ ବୀରମିତ୍ରପୁର ପୋଲିସ ୨ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ, ୩ଟି ଗୁଳି ଓ ୪ ଲକ୍ଷ ୧୦ ହଜାର ଟଙ୍କା ଜବତ ହୋଇଛି। ପୂର୍ବରୁ ଏହି ଡକାୟତି ଘଟଣାରେ ୨ ଜଣ ଗିରଫ ହୋଇଥିଲେ। ଗତ ଅକ୍ଟୋବର ୧୫ ତାରିଖରେ ଡକାୟତମାନେ ୧୧ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ଧରି ଭତ୍ତା ବଣ୍ଟନ ପାଇଁ କର୍ମଚାରୀମାନେ କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଡକାୟତି ହୋଇଥିଲା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.