ଜାରି ହେଲା ବହୁ ପ୍ରତୀକ୍ଷିତ ଆଇପିଏଲ୍‌-୧୩ର ସିଡ୍ୟୁଲ, ପ୍ରଥମ ମ୍ୟାଚ୍‌ରେ‌ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ

ଜାରି ହେଲା ବହୁ ପ୍ରତୀକ୍ଷିତ ଆଇପିଏଲ୍‌-୧୩ର ସିଡ୍ୟୁଲ। କରୋନା କାଳରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି ଆଇପିଏଲ। ଚଳିତ ଥରର ପ୍ରଥମ ମ୍ୟାଚ୍‌ ଗତ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ ବା ମଙ୍ଗଳବାର ଅନୁଷ୍ଠିତ ହେବ।

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ୍‌ ରବିବାର ବଦଳରେ ମଙ୍ଗଳବାର ରଖାଯାଇଛି। ଟୂର୍ଣ୍ଣାମେଣ୍ଟରେ ୧୦ ଡବଲ ହେଡର ବା ଗୋଟିଏ ଦିନରେ ୨-୨ ମ୍ୟାଚ୍‌ ହେବ।

ନଜର ପକାନ୍ତୁ ପୂରା ସିଡ୍ୟୁଲ ଉପରେ:

ipl

ipl2

ସିଡ୍ୟୁଲ ଜାଣିବାକୁ: କ୍ଲିକ୍‌ କରନ୍ତୁ

Leave A Reply

Your email address will not be published.