ନୂଆ ଟ୍ୟାଲେଣ୍ଟଡ୍‌ ଫ୍ରେଶ ଚେହେରାକୁ ଫିଲ୍ମରେ ସୁଯୋଗ ଦେବା ହେଉଛି ମୋ କର୍ତ୍ତବ୍ୟ : ସଲମାନ ଖାନ୍‌

ମୁମ୍ବାଇ : ଚେହେରାଙ୍କୁ ଇଣ୍ଡଷ୍ଟ୍ରିରେ ସବୁବେଳେ ସୁଯୋଗ ଦିଅନ୍ତି ଦବଙ୍ଗ ଖାନ୍‌ ସଲମାନ। ବଲିଉଡରେ ବହୁ ଷ୍ଟାରଙ୍କ ଗଡଫାଦର ହେଉଛନ୍ତି ସଲମାନ। ତେବେ ଏନେଇ ସଲମାନ କୁହନ୍ତି , ମୁଁ ଯେତେବେଳେ ନୂଆ ଥିଲି, ମୋତେ ନୂଆ ଚେହେରା ଭାବେ ଲଞ୍ଚ୍‌ କରାଯାଇଥିଲା। ଏବେ ଯେତେବେଳେ ମୁଁ ଏକ ଷ୍ଟେବୁଲ ପୋଜିସନରେ ଅଛି। ନୂଆ ଟ୍ୟାଲେଣ୍ଟଡ୍‌ ଫ୍ରେଶ ଚେହେରାକୁ ଫିଲ୍ମରେ ସୁଯୋଗ ଦେବା ହେଉଛି ମୋ କର୍ତ୍ତବ୍ୟ।

Loveyatri-Salman-Khanସଲମାନ୍‌ ବଲିଉଡରେ ଜରିନ ଖାନ୍‌, ସେହ୍ନା ଉଲାଲ, ଡେଜି ଶାହା, ସୁରଜ ପାଞ୍ଚୋଲି, ସୋନାକ୍ଷୀ ସିହ୍ନା ପରି ବହୁ ଷ୍ଟାରକୁ ଲଞ୍ଚ୍‌ କରିଛନ୍ତି। ଏବେ ଲଭ ୟାତ୍ରୀ ଜରିଆରେ ସଲମାନ୍‌ ନିଜ ଭିଣୋଇ ଆୟୁଶ ଶର୍ମା ଓ ବରିନା ହୁସେନଙ୍କୁ ଲଞ୍ଚ୍‌ କରିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.