ଆଜି ଦେଶରେ ୨୫ଟି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା: ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶରେ ବଡ ପ୍ରଭାବ

ନୂଅଆଦିଲ୍ଲୀ: ସାରା ଦେଶରେ କୃଷି ବିଲ୍‌-୨୦୨୦କୁ ବିରୋଧ। ପ୍ରତ୍ୟାହାର ଦାବିରେ ଆଜି ଦେଶରେ ୨୫ଟି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।

ଏହି ବନ୍ଦର ପ୍ରଭାବ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ପରି ରାଜ୍ୟରେ ପଡ଼ିବାର ଅନୁମାନ କରାଯାଉଛି। ପଞ୍ଜାବରେ ଗତକାଲି ଠାରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅମୃତସରରେ କିସାନ ମଜଦୁର ସଂଘର୍ଷ କମିଟି ସଦସ୍ୟମାନଙ୍କ ରେଳରୋକ ଆନ୍ଦୋଳନ ଜାରି ରହିଛି। ଓଡ଼ିଶାରେ ନବ ନିର୍ମାଣ କୃଷକ ସଙ୍ଗଠନ ବନ୍ଦରେ ସାମିଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.