ଚାଷୀ ଆନ୍ଦୋଳନକୁ ନେଇ ଟ୍ବିଟର ଓ୍ଵାର୍: ବିଦେଶୀ ସେଲିବ୍ରିଟିଙ୍କୁ ଦେଶୀ କଳାକାରଙ୍କ ଜବାବ
ନୂଆଦିଲ୍ଲୀ: ଦୀର୍ଘ ୨ ମାସରୁ ଅଧିକ ସମୟ ଧରି କୃଷକ ଆନ୍ଦୋଳନ ଜାରି ରହିଛି । ଏହି ପ୍ରସଙ୍ଗରେ ଅର୍ନ୍ତଜାତୀୟ ସ୍ତରର ଅନେକ ସେଲିବ୍ରିଟି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ଵିଟରରେ ମତ ଦେଇଛନ୍ତି । କୋହଲି କହିଛନ୍ତି ଯେ, ଏହି…