ବନ୍ଦ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ବନ୍ଦ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଠାକୁରାଣୀ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ଗତକାଲି ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇନାହିଁ।

ଯାତ୍ରା ପାଇଁ ୨୧ଦିନ ଅନୁମତି ଦେବାକୁ ବିଏମ୍‌ସି କର୍ତ୍ତୁପକ୍ଷ ମନା କରିଦେବାରୁ ଯାତ୍ରା ନ କରିବା ସପକ୍ଷରେ ମତ ଦେଇଥିଲେ ଦେଶୀବେହେରା। ବ୍ରହ୍ମପୁରରେ ସଂକ୍ରମଣକୁ ଦୃଷ୍ଟିରେ ରଖି BMC ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.