ଭୂବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୫୭୮ ଜଣ ଆକ୍ରାନ୍ତ । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୭ ହଜାର ୪୦୨ ରେ ପହଞ୍ଚିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।
Another 3578 Covid patients have recovered and are being discharged on 27.06.2021
522 from Khordha
427 from Cuttack
346 from Jajapur
262 from Baleswar
213 from Puri
158 from Bhadrak
156 from Mayurbhanj
139 from Kendrapara
120 from Jagatsinghpur
119 from Sundargarh— H & FW Dept Odisha (@HFWOdisha) June 27, 2021
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କଟକ ଜିଲ୍ଳାରୁ ୪୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୪୬, ବାଲେଶ୍ୱର ୨୬୨, ପୁରୀ ୨୧୩, ଭଦ୍ରକ ୧୫୮, ମୟୁରଭଞ୍ଜ ୧୫୬, କେନ୍ଦ୍ରାପଡ଼ା ୧୩୯, ଜଗତସିଂହପୁର ୧୨୦, ସୁନ୍ଦରଗଡ଼ ୧୧୯ ଜଣ,ଅନୁଗୁଳରୁ ୧୧୬ ଜଣ ଆକ୍ରାନ୍ତ, ନୟାଗଡ଼ରୁ ୧୧୨, କୋରାପୁଟରୁ ୯୦, ରାୟଗଡ଼ା ୮୭ ଓ ଢ଼େଙ୍କାନାଳରୁ ୮୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
116 from Anugul
112 from Nayagarh
90 from Koraput
87 from Rayagada
81 from Dhenkanal
76 from Nabarangpur
55 from Malkangiri
53 from Bargarh
44 from Keonjhar
43 from Kalahandi
40 from Bolangir
40 from Kandhamal
35 from Boudh
30 from Ganjam
28 from Gajapati
28 from Sambalpur— H & FW Dept Odisha (@HFWOdisha) June 27, 2021
ସେହିପରି ନବରଙ୍ଗପୁରରୁ ୭୬ ଜଣ, ମାଲକାନଗିରି ୫୫, ବରଗଡ଼ ୫୩, କେଉଁଝର ୪୪, କଳାହାଣ୍ଡି ୪୩, ବଲାଙ୍ଗୀର ୪୦, କନ୍ଧମାଳ ୪୦, ବୌଦ୍ଧ ୩୫, ଗଞ୍ଜାମ ୩୦, ଗଜପତି ଓ ସମ୍ବଲପୁର ୨୮ ଲେଖାଏଁ , ସୋନପୁର ୨୭, ଦେଓଗଡ଼, ଝାରସୁଗୁଡା ଓ ନୂଆପଡ଼ାରୁ ୧୨ ଜଣ ଲେଖାଏଁ ଏବଂ ରାଜ୍ୟ ପୁଲ୍ରୁ ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରୁ ମୋଟ୍ ସୁସ୍ଥ ସଂଖ୍ୟା ପହଞ୍ଚିଛି ୮ ଲକ୍ଷ ୬୭ ହଜାର ୪୦୨ ରେ ।
27 from Sonepur
12 from Deogarh
12 from Jharsuguda
12 from Nuapada
95 from State PoolThe total recovered cases of Odisha now stand at 867402
— H & FW Dept Odisha (@HFWOdisha) June 27, 2021