ବଦଳିଲା ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରର ନାଁ, ଏବେ ହେଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ; ପ୍ରଧାନମନ୍ତ୍ରୀ ଦେଲେ ସୂଚନା

ବଦଳିଲା ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରର ନାଁ, ଏବେ ହେଲା ଧ୍ୟାନଚାନ୍ଦ ଖେଳରତ୍ନ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏହି ପରିବର୍ତ୍ତନ କରାଯାଇଛି ବୋଲି ମୋଦି କହିଛନ୍ତି।

ଧ୍ୟାନଚାନ୍ଦଙ୍କ ନାଁରେ ଏହାକୁ ନାମିତ କରିବାକୁ ଦୀର୍ଘ ଦିନ ହେଲା ସବୁ ଆଡ଼ୁ ପ୍ରସ୍ତାବ ଆସୁଥିଲା। ଏଣୁ ଲୋକଙ୍କ ଭାବନାକୁ ସମ୍ମାନ ଦେଇ ଏହି ପରିବର୍ତ୍ତନ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.