ଭୁବନେଶ୍ୱରରୁ କୋଟିଏ ପନ୍ଦର ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ଘଟଣା, ଫେରାର ଆସାମୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କଲା STF

ଭୁବନେଶ୍ୱର(କେନ୍ୟୁଜ୍): ପାର୍ବଣରେ STFର ସ୍ପେଶାଲ ଡ୍ରାଇଭକୁ ସଫଳତା । ଭୁବନେଶ୍ୱରରୁ କୋଟିଏ ପନ୍ଦର ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ଘଟଣାରେ ଫେରାର ଆସାମୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କଲା STF । ଗତକାଲି ଜଣେ ଡିପ୍ଲୋମା ଛାତ୍ରକୁ ଗିରଫ କରାଯାଇଥିଲା । ଡିଲ୍‌ ଚାଲିଥିବା ବେଳେ ଧରିଥିଲା ଏସଟିଏଫ୍‌ । ଛାତ୍ର ଠାରୁ ଏକ KTM ବାଇକ ଜବତ କରାଯାଇଛି । ଖୋର୍ଦ୍ଧା ଅଞ୍ଚଳରୁ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.