ଜିଓ ବାହାର କଲା ନୂଆ ପ୍ଲାନ, କମ ଦାମରେ ରହିଛି ସବୁଠୁ ବଢ଼ିଆ ବେନିଫିଟ୍ସ, ଆପଣ ବି ଉଠାନ୍ତୁ ଫାଇଦା

ଜିଓ ବାହାର କଲା ନୂଆ ପ୍ଳାନ। ନିଜ ୟୁଜର୍ସଙ୍କୁ ନୂଆବର୍ଷରେ ଖୁସି କରିବା ପାଇଁ ଏକ ନୂଆ ଜବରଦସ୍ତ ପ୍ଳାନକୁ ଲଞ୍ଚ କରିଛି। ଏହାର ନାମ ମଧ୍ୟ ରଖାଯାଇଛି। ଏମିତିରେ ୟୁଜର୍ସ ଆହୁରି ଅଧିକ ଫାଇଦା ପାଇବେ। ସବୁଠୁ ବଡ଼ କଥା ହେଉଛି ଏହାର ଦାମ ବହୁତ କମ ରହିଛି। ଯଦି ଆପଣ ଏଯାଏଁ ଏହି ପ୍ଲାନ ସମ୍ପର୍କରେ ଜାଣିନାହାନ୍ତି ତେବେ ଶୀଘ୍ର ଜାଣିନିଅନ୍ତୁ।

ଜିଓର ଏହି ନୂଆ ପ୍ଲାନରେ ୟୁଜର୍ସ ଅନେକ ବେନିଫିଟସ୍‌ ପାଇବେ । ତେବେ କମ୍ପାନୀ ଏହି ନୂଆ ପ୍ଲାନର ନାମ ଫୁଟବଲ ଓ୍ଵାଲର୍ଡ କପ୍‌ ଡାଟା ପ୍ୟାକ ରଖିଛି। ଏହାର ଅର୍ଥ ଓ୍ଵାଲର୍ଡ କପ୍‌ ସରିଗଲା ପରେ ଏହି ଡାଟାର ଅବଧି ମଧ୍ୟ ସରିଯିବ।

ଜିଓ ସାଧାରଣ ଭାବେ କମ ଟଙ୍କା ରେ ଅଧିକ ବେନିଫିଟ୍ସ ଦେବାର ଜଣାଯାଏ। ଟେଲିକମ କମ୍ପାନୀ ଏମିତି ଅନେକ ପ୍ଲାନ ଆଣିଥାଏ ଯାହା ପପୁଲାର ରହିଥାଏ। ଏଥର କମ୍ପାନୀ ଏଭଳି ଏକ ପ୍ଳାନକୁ ଲଞ୍ଚ କରିଛ ି ଯାହା ଡାଟା ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ। ଏହି ପ୍ଲାନ ଖାସ କରି ସେହି ୟୁଜର୍ସଙ୍କ ପାଇଁ ଯେଉଁମାନେ ଇଣ୍ଟରନେଟର ଅଧିକ ବ୍ୟବହାର କରୁଛନ୍ତିି। କମ୍ପାନୀ ଏହି ପ୍ଳାନର ନାମ ଫୁଟବଲ ଓ୍ଵାଲର୍ଡ କପ୍‌ ଡାଟା ପ୍ୟାକ ରଖିଛି। ଏହାର ଅର୍ଥ ଓ୍ଵାଲର୍ଡ କପ୍‌ ସରିଗଲା ପରେ ଏହି ଡାଟାର ଅବଧି ମଧ୍ୟ ସରିଯିବ। ଆଉ ଆପଣଙ୍କୁ ଏହାରି ମଧ୍ୟରେ ଫାଇଦା ଉଠାଇବାର ସୁଯୋଗ ମିଳିବ। ଜାଣନ୍ତୁ ଏବେ ଡିଟେଲ୍ସ ରେ..

ଜିଓର ଏହି ପ୍ଳାନ ରହିଛି ୨୨୨ ଟଙ୍କାର.. ଯାହାର ଅବଧି ରହିଛି ୩୦ ଦିନ ପର୍ଯ୍ୟନ୍ତ । ପ୍ଳାନରେ ୟୁଜର ଙ୍କୁ ୫୦ ଜିବି ର ଡାଟା ମିଳିବ। ଏହି ପ୍ଳାନ ୟୁଜର୍ସଙ୍କ ପାଇଁ ବେଷ୍ଟ ରହିବ ବୋଲି କମ୍ପାନୀ କହିଛି। ୫୦ ଜିବି ର ଡାଟା ସରିବା ପରେ ଏହାର ସ୍ପିଡ ମଧ୍ୟ କମିଯିବ। ତେବେ ଏହାର ପରେ ୬୪କେବିପିଏସ୍‌ ରେ ଚାଲିବ।

କିଛି ଦିନ ପୂର୍ବରୁ ସବୁ ଡାଟା ପ୍ୟାକ ମହଙ୍ଗା ହେବାରେ ଲାଗିଛି। କିନ୍ତୁ ଏହି ଡାଟା ପ୍ଲାନ ଖୁବ କମ ଦାମରେ ମାର୍କେଟକୁ ଆସିଛି। ଡାଟା ର ଦାମ ଦେଖିଲେ ଏଥିରେ ୧ ଜିିବି ଡାଟା ର ଦାମ ୪.୪ଟଙ୍କା ରହିଛି। ଡାଟା ଆଡ ଅନ୍‌ ପ୍ଲାନ ଭାଉଚର କିଣିବା ଠାରୁ ଭଲ ହେବ ଆପଣ ଏହି ପ୍ଳାନର ବ୍ୟବହାର କରନ୍ତୁ।

ଜିଓର ଏହି ରିଚାର୍ଜ ପ୍ଲାନକୁ ପାଇବା ପାଇଁ ୟୁଜର ରିଟେଲ ଷ୍ଟୋରକୁ ଯାଇପାରିବେ। ଏହାବ୍ୟତିତ ଆପଣ ଜିଓ ମୋବାଇଲ ଆପ୍‌ ରୁ ମଧ୍ୟ ଏହାର ରିଚାର୍ଜ କରିପାରିବେ। MYJIO App ଓ ଜିଓର ଅଫିସିଆଲ େଓ୍ଵବସାଇଟରେ ଆପଣ ରିଚାର୍ଜ କରିପାରିବେ। ଥାର୍ଡ ପାର୍ଟି ଆପ୍‌ ବି ରହିଛି। ଯେଉଁଠି ଆପଣ ଏହାର ପ୍ଲାନ କୁ ନେଇପାରିବେ । ତେବେ ସବୁଠୁ ଭଲ ଅପସନ ରହିବ ଆପଣ ଏହାର ଅଫିସିଆଲ େଓ୍ଵବସାଇଟରୁ ଏହି ପ୍ୟାକକୁ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.