ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଗାଡି

ଜଙ୍ଗଲ ଭିତରେ ଜଳିଗଲା ବନବିଭାଗର ଗାଡି । ଜଙ୍ଗଲ ପାଖରେ ଗାଡି ରଖି ଭିତରକୁ ନିଆଁ ଲିଭାଇବାକୁ ଯାଇଥିବା ବେଳେ ଗାଡିରେ ଲାଗିଗଲା ନିଆଁ । ସଦର ଫରେଷ୍ଟ ରେଂଜ ଭବାନୀପୁର ନିକଟରେ ଘଟିଛି ଘଟଣା ।

ସୁନ୍ଦରଗଡ (କେନ୍ୟୁଜ) : ଜଙ୍ଗଲ ଭିତରେ ଜଳିଗଲା ବନବିଭାଗର ଗାଡି । ଜଙ୍ଗଲ ପାଖରେ ଗାଡି ରଖି ଭିତରକୁ ନିଆଁ ଲିଭାଇବାକୁ ଯାଇଥିବା ବେଳେ ଗାଡିରେ ଲାଗିଗଲା ନିଆଁ । ସଦର ଫରେଷ୍ଟ ରେଂଜ ଭବାନୀପୁର ନିକଟରେ ଘଟିଛି ଘଟଣା ।

ଜଙ୍ଗଲ ଭିତରେ ନିଆଁ ଲାଗିଥିବା ଖବର ପାଇବା ପରେ ଏକ ଟିମ ସେଠାକୁ ଯାଇଥିଲା । ତେବେ ବନ ବିଭାଗର ଏହି ଗାଡିରେ କିଭଳି ଭାବରେ ନିଆଁ । ଲାଗିଲା ତାହା ଜଣାପଡିନାହିଁ  । ଅନ୍ୟପଟେ ବନ ବିଭାଗର ଅଧିକାରୀ ମଧ୍ୟ ବର୍ତ୍ତମାନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.