ଚାଲୁ ଚାଲୁ କାହିଁକି ମଝି ରାସ୍ତାରେ ବନ୍ଦ୍ ହୋଇଯାଏ ବାଇକ୍, ଜାଣନ୍ତୁ କାରଣ
ଯଦି ଆପଣଙ୍କ ବାଇକ ମଝି ରାସ୍ତାରେ ବନ୍ଦ ହୋଇଯାଏ ତାହେଲେ ତିନିଟି ପ୍ରମୁଖ କାରଣ ହୋଇପାରେ । ଯେମିତିକି ଯଦି ବାଇକର ଏୟାର ଫିଲ୍ଟର ସମ୍ପୂର୍ଣ୍ଣ ଭାବେ ଚୋକ୍ ହୋଇଯାଇଥାଏ । ତାହେଲେ ଇଞ୍ଜିନ୍ ପର୍ଯ୍ୟନ୍ତ ପବନ ନପଶିବା କାରଣରୁ ବାଇକ୍ ବନ୍ଦ ହୋଇପାରେ ।
ମଝି ରାସ୍ତାରେ ଯଦି ବାଇକ୍ ବନ୍ଦ ହୋଇଯାଏ, ତାହେଲେ ଆପଣ ବହୁତ ହଇରାଣ ହୁଅନ୍ତି । ମନକୁ ବହୁତ କଥା ଆସେ କଣ ଗାଡିର ଏମିତି ହେଲା । କେଉଁ ପାର୍ଟ ଗାଡିର ଖରାପ ହେଲା । ତେବେ ଆଜି ଆମେ ଆପଣଙ୍କୁ ଏହାର କାରଣ କଣ ।
ଦେଶରେ ବହୁତ ସଂଖ୍ୟାରେ ଲୋକମାନେ ନିଜର ଯିବା ଆସିବା ପାଇଁ ବାଇକର ପଯୋଗ କରିଥାନ୍ତି । ଅନେକ ଥର ଅବହେଳା କାରଣରୁ ମଝି ରାସ୍ତାରେ ବାଇକ୍ ବନ୍ଦ ହୋଇଯାଏ । ଯାହାଦ୍ୱାରା ଚିନ୍ତା ବଢ଼ିଯାଏ ।
ଯଦି ଆପଣଙ୍କ ବାଇକ ମଝି ରାସ୍ତାରେ ବନ୍ଦ ହୋଇଯାଏ ତାହେଲେ ତିନିଟି ପ୍ରମୁଖ କାରଣ ହୋଇପାରେ । ଯେମିତିକି ଯଦି ବାଇକର ଏୟାର ଫିଲ୍ଟର ସମ୍ପୂର୍ଣ୍ଣ ଭାବେ ଚୋକ୍ ହୋଇଯାଇଥାଏ । ତାହେଲେ ଇଞ୍ଜିନ୍ ପର୍ଯ୍ୟନ୍ତ ପବନ ନପଶିବା କାରଣରୁ ବାଇକ୍ ବନ୍ଦ ହୋଇପାରେ ।
ସ୍ପାର୍କ ପ୍ଲଗରୁ ସଠିକ ଭାବେ କରେଣ୍ଟ ନପହଁଚିବା କାରଣରୁ ମଧ୍ୟ ବାଇକ୍ ଚାଲୁ ଚାଲୁ ବନ୍ଦ ହୋଇଯାଇପାରେ । ଆଉ ଏକ କାଣ ହେଉଛି ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ବାଇକକୁ ଚଲାଇବେ । ତାହେଲେ ଇଞ୍ଜିନର ତାପମାତ୍ରା ବଢ଼ିଯାଇଥାଏ । ଯାହାଫଳରେ ବି ବାଇକ ବିଚ୍ ରାସ୍ତାରେ ବନ୍ଦ୍ ହୋଇଯାଏ ।